ମୃତ ଗାଈକୁ ଗାଡ଼ି ପଛରେ ବାନ୍ଧି ଘୋଷାରି ଘୋଷାରି ନେଲେ

ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ହିନ୍ଦୁ ଶାସ୍ତ୍ରରେ ଆମେ ଗାଈକୁ ଗୋମାତା ଭାବେ ପୂଜା କରିଥାଉ। କିନ୍ତୁ ଯାହାକୁ ମା’ଭାବେ ପୂଜା କରିଥାଉ, ଘରେ ରଖି ପାଳିଥାଉ, ତାର ଦୁଗ୍ଧକୁ ଖାଇଥାଉ, ସେହି ମା’ ରୂପୀ ଗୋମାତାକୁ ମଣିଷ ସମାଜ ଅସମ୍ମାନ କରିବାକୁ ପଛାଉ ନାହିଁ। ଆଜି ସେମିତି ଘଟଣାଟିଏ ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରେ। ସେ ଦୃଶ୍ୟରେ ଦେଖିଲେ ଲାଗୁଛି ମଣିଷ ତାର ମଣିଷ ପଣିଆ ଓ ମାନବିକତାକୁ ହରାଇ ବସିଛି। […]

khallikote

khallikote

Tapaswini Nayak
  • Published: Monday, 24 October 2022
  • Updated: 24 October 2022, 02:01 PM IST

Sports

Latest News

ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ହିନ୍ଦୁ ଶାସ୍ତ୍ରରେ ଆମେ ଗାଈକୁ ଗୋମାତା ଭାବେ ପୂଜା କରିଥାଉ। କିନ୍ତୁ ଯାହାକୁ ମା’ଭାବେ ପୂଜା କରିଥାଉ, ଘରେ ରଖି ପାଳିଥାଉ, ତାର ଦୁଗ୍ଧକୁ ଖାଇଥାଉ, ସେହି ମା’ ରୂପୀ ଗୋମାତାକୁ ମଣିଷ ସମାଜ ଅସମ୍ମାନ କରିବାକୁ ପଛାଉ ନାହିଁ। ଆଜି ସେମିତି ଘଟଣାଟିଏ ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରେ। ସେ ଦୃଶ୍ୟରେ ଦେଖିଲେ ଲାଗୁଛି ମଣିଷ ତାର ମଣିଷ ପଣିଆ ଓ ମାନବିକତାକୁ ହରାଇ ବସିଛି।

ଗତକାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗାଈକୁ କୌଣସି ଏକ ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଗାଈଟି ରାସ୍ତା ଉପରେ ପ୍ରାଣ ହରାଇଥିଲା। ଗତକାଲି ରାତିଠୁ ଆଜି ସକାଳ ପର୍ଯ୍ୟନ୍ତ ଗାଈଟି ରାସ୍ତା ଉପରେ ପଡ଼ି ରହିଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ ଏନେଇ ଏନ୍ଏଚ୍ଏଆଇକୁ(NHAI) ଖବର ଦେଇଥିଲେ। ଏନ୍ଏଚ୍ଏଆଇ ପକ୍ଷରୁ ମୃତ ଗାଈଟିକୁ ସେଠାରୁ ଉଠାଇବା ପାଇଁ ଗାଡ଼ି ପଠାଯାଇଥିଲା। ହେଲେ ଏନ୍ଏଚ୍ଏଆଇ କର୍ମଚାରୀ ମୃତ ଗାଈଟିକୁ ଗାଡ଼ି ଡଲାରେ ନ ରଖି ଗାଡ଼ି ପଛରେ ବାନ୍ଧି ଘୋଷାରି ଘୋଷାରି ନେଇଥିଲେ।

ରାସ୍ତାରେ ମୃତ ଗାଈକୁ ଘୋଷାରି ଘୋଷାରି ନେବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ। ସେମାନେ ଏହାର ଭିଡିଓ କରିଛନ୍ତି। ଏନ୍ଏଚ୍ଏଆଇ କର୍ମଚାରୀଙ୍କ ଏପରି କାମକୁ ସମସ୍ତେ ଘୃଣା କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story