ପୁରୀ ସମୁଦ୍ରରେ ଭାସି ଯାଉଥିଲେ ନୀଳାବତି; ଉଦ୍ଧାର କଲେ ଲାଇଫ୍‌ ଗାର୍ଡ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଭାସିଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ। ତାଙ୍କ ନାଁ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ। ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ ପରିବାର ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ୧୦୦ ମି.ମି ଦୂରକୁ ଭାସି ଯାଇଥିଲେ। ତେବେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡ ମହିଳାଜଣଙ୍କ ଭାସି ଯାଉଥିବା ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ପାଣିକୁ  ଡେଇଁ ପଡ଼ିଥିଲେ। […]

puri-000

puri-000

Tapaswini Nayak
  • Published: Thursday, 10 October 2019
  • Updated: 10 October 2019, 12:03 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଭାସିଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ। ତାଙ୍କ ନାଁ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ।

ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ ପରିବାର ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ୧୦୦ ମି.ମି ଦୂରକୁ ଭାସି ଯାଇଥିଲେ। ତେବେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡ ମହିଳାଜଣଙ୍କ ଭାସି ଯାଉଥିବା ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ପାଣିକୁ  ଡେଇଁ ପଡ଼ିଥିଲେ। ଟ୍ୟୁବ୍‌ ମାଧ୍ୟମରେ ନିଳାବତୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା  ନିଳାବତୀ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଜଣେ ଯୁବକ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ। ଲାଇଫଗାର୍ଡମାନେ ତାଙ୍କୁ  ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story