ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲା: କାଶୀନାଥଙ୍କୁ ସାମୟିକ ଆଶ୍ୱସ୍ତି

କଟକ: ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ଫେରାର ଥିବା ସେବାୟତ କାଶୀନାଥ ଖୁଣ୍ଟିଆଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଜାରି କରାଯାଇଥିବା ଜାମିନ୍‌ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଏବଂ ପଳାତକ ଘୋଷଣା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ପୋଲିସ୍‌ ଗ୍ରହଣ କରିଥିବା ପଦକ୍ଷେପକୁ ଚ୍ୟାଲେଞ୍ଜ କରି  କାଶୀନାଥ ହାଇକୋର୍ଟରେ ଦୁଇଟି ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ଉଭୟ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ତାଙ୍କୁ ଅନ୍ତରୀଣ […]

niladrinije

niladrinije

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 05:18 PM IST

କଟକ: ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ଫେରାର ଥିବା ସେବାୟତ କାଶୀନାଥ ଖୁଣ୍ଟିଆଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଜାରି କରାଯାଇଥିବା ଜାମିନ୍‌ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଏବଂ ପଳାତକ ଘୋଷଣା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ପୋଲିସ୍‌ ଗ୍ରହଣ କରିଥିବା ପଦକ୍ଷେପକୁ ଚ୍ୟାଲେଞ୍ଜ କରି  କାଶୀନାଥ ହାଇକୋର୍ଟରେ ଦୁଇଟି ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ଉଭୟ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ତାଙ୍କୁ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ତେବେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ କେଶ ଡାଏରୀ ଦାଖଲ ପାଇଁ ପୋଲିସ୍‌କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story