ନୀଳଗିରିରେ ହାତୀ ଉପଦ୍ରବ

ନୀଳଗିରି:ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଏବଂ ଆଖାପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବଣୁଆ ହାତୀ ଗାଁ ନିକଟକୁ ଆସି ପନିପରିବା ଫ‍ସଲ ଖାଇବା ସହ ପାଦରେ ଦଳି ନଷ୍ଟ କରି ଦେଉଛନ୍ତି। ଏଥିସହ ଧାନ ଖଳାରେ ପଶି ବ୍ୟାପକ  ନଷ୍ଟ କରୁଛନ୍ତି। ଏଥିପାଇଁ ଜଗନ୍ନାଥପୁର,ଜୋକଲଣ୍ଡା,ବେଡଶୁଳ ଓ ଶାଳବନ୍ଦ ଆଦି ଅଞ୍ଚଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ହାତୀ ଆକ୍ରମଣ ଭୟରେ ସନ୍ଧ୍ୟା ହୋଇଗଲେ ଲୋକେ ଘରୁ ବାହାରିବାକୁ ଉଚିତ୍‌ ମଣୁ ନାହାନ୍ତି।

nilagiri..

nilagiri..

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 03:09 PM IST

Sports

Latest News

ନୀଳଗିରି:ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଏବଂ ଆଖାପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବଣୁଆ ହାତୀ ଗାଁ ନିକଟକୁ ଆସି ପନିପରିବା ଫ‍ସଲ ଖାଇବା ସହ ପାଦରେ ଦଳି ନଷ୍ଟ କରି ଦେଉଛନ୍ତି। ଏଥିସହ ଧାନ ଖଳାରେ ପଶି ବ୍ୟାପକ  ନଷ୍ଟ କରୁଛନ୍ତି। ଏଥିପାଇଁ ଜଗନ୍ନାଥପୁର,ଜୋକଲଣ୍ଡା,ବେଡଶୁଳ ଓ ଶାଳବନ୍ଦ ଆଦି ଅଞ୍ଚଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ହାତୀ ଆକ୍ରମଣ ଭୟରେ ସନ୍ଧ୍ୟା ହୋଇଗଲେ ଲୋକେ ଘରୁ ବାହାରିବାକୁ ଉଚିତ୍‌ ମଣୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos