ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ନୀଳମାଧବ ପଣ୍ଡା ଓ ହଳଧର ନାଗ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ଓ ଲୋକକବି ହଳଧର ନାଗ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଆ ଫିଲ୍ମ ନିର୍ମାତା ଭାବେ ନୀଳମାଧବଙ୍କ ନାଁ ରହିଛି। ସେ ୧୯୭୩ ଅକ୍ଟୋବର ୧୮ରେ ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ‘ଆଇ ଆମ୍ କାଲାମ୍’ (୨୦୧୧), ‘ଜଲପରୀ’ (୨୦୧୨), ‘ବବଲୁ ହାପି ହେ’ (୨୦୧୪) ଓ ‘କୌନ କିତନେ ପାନି ମେ’ (୨୦୧୫) ପରି ସାମାଜିକ ସମସ୍ୟା ଭିତ୍ତିକ […]

haladhara

haladhara

Rakesh Mallick
  • Published: Monday, 28 March 2016
  • Updated: 28 March 2016, 07:46 AM IST

Sports

Latest News

[caption id="attachment_76091" align="alignleft" width="300"]nilamadhabapanda ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି ନୀଳମାଧବ ପଣ୍ଡା[/caption]

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ଓ ଲୋକକବି ହଳଧର ନାଗ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି।

ଓଡ଼ିଆ ଫିଲ୍ମ ନିର୍ମାତା ଭାବେ ନୀଳମାଧବଙ୍କ ନାଁ ରହିଛି। ସେ ୧୯୭୩ ଅକ୍ଟୋବର ୧୮ରେ ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ‘ଆଇ ଆମ୍ କାଲାମ୍’ (୨୦୧୧), ‘ଜଲପରୀ’ (୨୦୧୨), ‘ବବଲୁ ହାପି ହେ’ (୨୦୧୪) ଓ ‘କୌନ କିତନେ ପାନି ମେ’ (୨୦୧୫) ପରି ସାମାଜିକ ସମସ୍ୟା ଭିତ୍ତିକ ଫିଲ୍ମ ନିର୍ମାଣ କରିଛନ୍ତି। ସେ‌ଥିମଧ୍ୟରୁ ‘ଆଇ ଆମ କଲାମ୍’ ଗୋଟିଏ ଜାତୀୟ ଓ ୩୨ଟି ଅନ୍ତଜାର୍ତୀୟ ପୁରସ୍କାର ପାଇଛି। ସେହିପରି ‘ଜଲପରି’ ଚଳଚ୍ଚିତ୍ର କାନ୍ସରେ ଏମଆଇପି ଜୁନିୟର ପୁରସ୍କାର ଜିତିଛି।

୨୦୧୧ରେ ଓଡ଼ିଶା ଆଇକନ୍, ୨୦୧୨ରେ ଲିଭିଂ ଲିଜେଣ୍ଟ ଓ ସନ୍ ଅଫ୍ ଓଡ଼ିଶା, ୨୦୧୫ରେ ଭାରତ ଗୌରବ ଓ କର୍ମବୀର ପୁରସ୍କାର ପରି ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ନୀଳମାଧବ।

ଲୋକକବି ହଳଧର ନାଗଙ୍କ ଘର ବରଗଡ଼ ଜିଲ୍ଲାର ଘେନସରରେ। ସେ ୧୯୫୦ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ତୁଳନା କରାଯାଏ। ସେ ୧୯୯୦ରୁ ନିରନ୍ତର ଭାବେ କୋଶଳୀ ଭାଷାରେ ବିଭିନ୍ନ କବିତା ରଚନା କରିଛନ୍ତି। ତାଙ୍କ ରଚନା ମଧ୍ୟରେ ରହିଛି ଲୋକଗୀତ, ସାମପର୍ଦା, କୃଷ୍ଣଗୁରୁ, ମହାସତୀ ଉର୍ମିଳା, ତାରା ମନ୍ଦୋଦରୀ, ଆଛିଆ, ବଛାର, ସିରି ସୋମଲାଇ, ବୀର ସୁରେନ୍ଦ୍ର ସାଏ, କରମସାନି, ରସିଆ କବି (ତୁଳସୀଦାସଙ୍କ ଜୀବନୀ) ଓ ପ୍ରେମ୍ ପେହଚାନ୍।

ଗତକାଲି ଏ ଦୁଇ ଜଣଙ୍କୁ ନୂଆଦିଲ୍ଲୀର ‘ଜୁହାର’ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ସବରେ ଲୋକସଭା ସାଂସଦ ପ୍ରଭାସ ସିଂ ଓ ବରିଷ୍ଠ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଯୋଗ ଦେଇ ଉଭୟଙ୍କୁ  ସମ୍ମାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story