ନିରଞ୍ଜନ ପଟ୍ଟନାୟକ ଦୁଇଟି ଯାକ ଆସନରେ ହାରିଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସକାଳୁ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେୟା ହେଲା। ପିସିସି ସଭାପତି ଦୁଇଟି ଯାକ ବିଧାନସଭା ଆସନରେ ହାରି ଯାଇଛନ୍ତି। ସେ କେନ୍ଦୁଝରର ଘସିପୁର ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିଲେ। ଘସିପୁରାରୁ ସେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ନିକଟରୁ ହାରି ଯାଇଛନ୍ତି। ସେହିପରି ଭଣ୍ଡାରିପୋଖରୀରେ ସେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ନିକଟରୁ ହାରି ଯାଇଛନ୍ତି। ନିରଞ୍ଜନ ଗୋଟିଏ ସ୍ଥାନରୁ ୩୨,୪୭୭ ହଜାର ଭୋଟ୍‌ରେ ହାରି ଥିବା […]

niranjan

niranjan

Tapaswini Nayak
  • Published: Thursday, 23 May 2019
  • Updated: 23 May 2019, 08:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସକାଳୁ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେୟା ହେଲା। ପିସିସି ସଭାପତି ଦୁଇଟି ଯାକ ବିଧାନସଭା ଆସନରେ ହାରି ଯାଇଛନ୍ତି। ସେ କେନ୍ଦୁଝରର ଘସିପୁର ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିଲେ।

ଘସିପୁରାରୁ ସେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ନିକଟରୁ ହାରି ଯାଇଛନ୍ତି। ସେହିପରି ଭଣ୍ଡାରିପୋଖରୀରେ ସେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ନିକଟରୁ ହାରି ଯାଇଛନ୍ତି।

ନିରଞ୍ଜନ ଗୋଟିଏ ସ୍ଥାନରୁ ୩୨,୪୭୭ ହଜାର ଭୋଟ୍‌ରେ ହାରି ଥିବା ବେଳେ ଅନ୍ୟ ଏକ ସ୍ଥାନରେ ୮,୧୪୩ ଭୋଟ୍‌ରେ ହାରିଛନ୍ତି।

ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ଶେଷ ସୂଚନା ମୁତାବକ, ଭଣ୍ଡାରିପୋଖରୀରେ ନିରଞ୍ଜନ ୫୭,୭୭୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ୬୫,୯୧୯ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ଘସିପୁରାରେ ନିରଞ୍ଜନ ୫୩,୭୨୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବଦ୍ରିନାରାୟଣ ପାତ୍ର ୮୬,୨୦୧ ଖଣ୍ଡ ଭୋଟ୍ ପାଇଛନ୍ତି। ଏଠାରେ ଭାରତୀୟ ଜନତା ପାର୍ଟିର ପୃଥ୍ୱୀରାଜ କୁଅଁର ୨୭,୩୪୯ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story