ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ବର୍ଷିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବର୍ଷିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ମାମଲାରୁ ଖସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ ସେମାନେ ସରକାରୀ ଦଳର ଲୋକେ। ସେଥିପାଇଁ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି। ତେବେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ।” ନିରଞ୍ଜନ ଆହୁରି କହିଛନ୍ତି,“ ଯଦି ସ୍ମିତାରାଣୀ ଆତ୍ମହତ୍ୟା କରିବାର […]

congressoo

congressoo

Tapaswini Nayak
  • Published: Thursday, 31 October 2019
  • Updated: 31 October 2019, 02:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବର୍ଷିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ମାମଲାରୁ ଖସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ ସେମାନେ ସରକାରୀ ଦଳର ଲୋକେ। ସେଥିପାଇଁ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି। ତେବେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ।”

ନିରଞ୍ଜନ ଆହୁରି କହିଛନ୍ତି,“ ଯଦି ସ୍ମିତାରାଣୀ ଆତ୍ମହତ୍ୟା କରିବାର ଥିଲା, ତାହାହେଲେ ସେ ଗେଷ୍ଟହାଉସରେ ଯାଇକି କାହିଁକି ଆତ୍ମହତ୍ୟା କଲେ? ତାଙ୍କୁ ଗେଷ୍ଟ ହାଉସକୁ ଡକାଯାଇ ତାଙ୍କ ସହ ଏପରି କିଛି ଘଟଣା ଘଟିଛି, ସେ ଏପରି କରିଛନ୍ତି। ଯଦି ସେ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି, ଏହି ବିଷୟରେ ସଙ୍ଗେସଙ୍ଗେ ପୁଲିସକୁ ଜଣାଇବାର ଥିଲା। ତାହା ନକରି ତାଙ୍କୁ ହସପିଟାଲକୁ କାହିଁକି ନିଆଗଲା।”

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଆଜି କଂଗ୍ରେସ ପକ୍ଷରୁ ପକ୍ଷରୁ ରାଜ ଭବନ  ଆଗରେ ଧାରଣା ଦିଆଯାଇଥିଲା। ପିସିସି ସଭାପତି ସମେତ ବହୁ ନେତା ଓ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story