ନିରଞ୍ଜନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା ପୋଲିସ୍

ଭୁବନେଶ୍ୱର: ଜେଲ୍‌ରେ ଥିବା ପ୍ରଯୋଜକ ତଥା ବିଲ୍‌ଡର ନିରଞ୍ଜନ ରଣାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିଛି କମିଶନରେଟ୍ ପୋଲିସ୍। ଆକାଉଣ୍ଟରେ ୫୭ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ସେହିପରି ତାଙ୍କର ଜମିଜମା ସଂପର୍କିତ ତଥ୍ୟ ଦେବା ପାଇଁ ସବ୍‌ରେଜିଷ୍ଟ୍ରାରଙ୍କୁ ଲିଖିତ ଭାବେ କୁହାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି,“ନିରଞ୍ଜନଙ୍କ ମନିଟ୍ରେଲ୍‌ ନେଇ ଖୋଳତାଡ଼ ଜାରି ରହିଛି। ପ୍ଲଟ୍ ଓ ଫ୍ଲାଟ୍ ବ୍ୟତୀତ ସେ ଆଉ କେଉଁଠି ଅର୍ଥ ବିନିଯୋଗ କରିଛନ୍ତି ତା’ର […]

niranjana

niranjana

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 08:01 PM IST

Sports

Latest News

ଭୁବନେଶ୍ୱର: ଜେଲ୍‌ରେ ଥିବା ପ୍ରଯୋଜକ ତଥା ବିଲ୍‌ଡର ନିରଞ୍ଜନ ରଣାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିଛି କମିଶନରେଟ୍ ପୋଲିସ୍। ଆକାଉଣ୍ଟରେ ୫୭ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ସେହିପରି ତାଙ୍କର ଜମିଜମା ସଂପର୍କିତ ତଥ୍ୟ ଦେବା ପାଇଁ ସବ୍‌ରେଜିଷ୍ଟ୍ରାରଙ୍କୁ ଲିଖିତ ଭାବେ କୁହାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ସେ କହିଛନ୍ତି,“ନିରଞ୍ଜନଙ୍କ ମନିଟ୍ରେଲ୍‌ ନେଇ ଖୋଳତାଡ଼ ଜାରି ରହିଛି। ପ୍ଲଟ୍ ଓ ଫ୍ଲାଟ୍ ବ୍ୟତୀତ ସେ ଆଉ କେଉଁଠି ଅର୍ଥ ବିନିଯୋଗ କରିଛନ୍ତି ତା’ର ତଦନ୍ତ ଚାଲିଛି।”

ଏଯାଏଁ ନିରଞ୍ଜନଙ୍କ ବିରୁଦ୍ଧରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୭୦ ଜଣ ଅଭିଯୋଗକାରୀ ରହିଛନ୍ତି।

ଲୋକଙ୍କୁ ଜମି ଓ ଫ୍ଲାଟ୍ ଦେବା ନାଁରେ ଠକେଇ ଅଭିଯୋଗରେ ନିରଞ୍ଜନ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story