କଟକରେ ହେବ ନାହିଁ ଗଣେଶ ପୂଜା

କଟକ( ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ପାଇଁ କଟକ ସହରରେ ଚଳିତ ବର୍ଷ ହେବ ନାହିଁ ଗଣେଶ ପୂଜା।  କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଆଜି କଟକ ମହାନଗର ଶାନ୍ତି କମିଟି ଓ କଟକ ମହାନଗର ପୂଜା କମିଟି ସହ କମିଶନରେଟ୍ ପୁଲିସର ବୈଠକ ବସିଥିଲା।  ବୈଠକରେ ପରେ କଟକ ମହାନଗର ପୂଜା କମିଟି ସଂପାଦକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  କରୋନା ସଂକ୍ରମଣ ପାଇଁ […]

777777788888666666666666666

777777788888666666666666666

Tapaswini Nayak
  • Published: Sunday, 19 July 2020
  • Updated: 19 July 2020, 03:00 PM IST

Sports

Latest News

କଟକ( ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ପାଇଁ କଟକ ସହରରେ ଚଳିତ ବର୍ଷ ହେବ ନାହିଁ ଗଣେଶ ପୂଜା।  କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଆଜି କଟକ ମହାନଗର ଶାନ୍ତି କମିଟି ଓ କଟକ ମହାନଗର ପୂଜା କମିଟି ସହ କମିଶନରେଟ୍ ପୁଲିସର ବୈଠକ ବସିଥିଲା।  ବୈଠକରେ ପରେ କଟକ ମହାନଗର ପୂଜା କମିଟି ସଂପାଦକ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  କରୋନା ସଂକ୍ରମଣ ପାଇଁ କଟକ ସହରରେ ଏଥର ଗଣେଶ ପୂଜା ହେବ ନାହିଁ । ଯଦି କରୋନା ସ୍ଥିତି ଏଭଳି ଲାଗି ରହେ କଟକରେ ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story