ଟ୍ୱିନ ସିଟିରେ ହେବ ନାହିଁ ଗଣେଶ ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଏ ବର୍ଷ କଟକ, ଭୁବନେଶ୍ୱରରେ ଗଣେଶ ପୂଜା ହେବ ନାହିଁ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। In view of COVID-19 pandemic there’re restrictions on large religious congregations. So, no permission has been given to Puja Mandaps to celebrate Ganesh Puja at community level. Even Ganapati festival in Mumbai isn’t taking place […]

88888

88888

Tapaswini Nayak
  • Published: Thursday, 13 August 2020
  • Updated: 13 August 2020, 01:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଏ ବର୍ଷ କଟକ, ଭୁବନେଶ୍ୱରରେ ଗଣେଶ ପୂଜା ହେବ ନାହିଁ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

କମିଶନରେଟ ପୁଲିସର ସୂଚନା ଅନୁସାରେ, ଟ୍ୱିନ ସିଟିରେ କୌଣସି ମଣ୍ଡପରେ ହୋଇପାରିବନି ଗଣେଶ ପୂଜା। କରୋନା କଟକଣା ଅନୁଯାୟୀ ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos