ନକ୍ସଲଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ସମର୍ଥନ ନାହିଁ: ଡିଜିପି

ଧର୍ମଗଡ: କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ନକ୍ସଲମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଆଦୌ ସମର୍ଥନ ନାହିଁ ବୋଲି କହିଛନ୍ତି ପୋଲିସ୍ ଡିଜି କେ.ବି ସିଂହ। ଶନିବାର ଭବାନୀପାଟଣାଠାରେ ଏହି ଚାରୋଟି ଜିଲ୍ଲାରେ ମାଓବାଦୀ ଗତିବିଧିର ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ କଥା କହିଥିଲେ। ଡିଜିପି କହିଥିଲେ,“ମୁଁ ଆଜି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ, ଆଇନଶୃଙ୍ଖଳା ଓ ଅପରାଧିକ ଘଟଣା ଉପରେ ସମୀକ୍ଷା କଲି। […]

dgp1

dgp1

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 11:56 AM IST

[caption id="attachment_73428" align="alignleft" width="300"]dgp ସମୀକ୍ଷା ବୈଠକରେ ଡିଜିପି କେ.ବି ସିଂହଙ୍କ ସହିତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରାୟ ଓ ଅତିରିକ୍ତ ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ (ବାମ)[/caption]

ଧର୍ମଗଡ: କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ନକ୍ସଲମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଆଦୌ ସମର୍ଥନ ନାହିଁ ବୋଲି କହିଛନ୍ତି ପୋଲିସ୍ ଡିଜି କେ.ବି ସିଂହ। ଶନିବାର ଭବାନୀପାଟଣାଠାରେ ଏହି ଚାରୋଟି ଜିଲ୍ଲାରେ ମାଓବାଦୀ ଗତିବିଧିର ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ କଥା କହିଥିଲେ।

ଡିଜିପି କହିଥିଲେ,“ମୁଁ ଆଜି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ, ଆଇନଶୃଙ୍ଖଳା ଓ ଅପରାଧିକ ଘଟଣା ଉପରେ ସମୀକ୍ଷା କଲି। ଏ ଅଞ୍ଚଳଗୁଡ଼ିକରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି। ପୋଲିସ୍ ବଢ଼ିଆ କାମ କରୁଛି। ସକ୍ରିୟ ଥିବା ହାତଗଣତି ମାଓବାଦୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏ ଅଞ୍ଚଳଗୁଡ଼ିକରେ ମାଓବାଦୀଙ୍କ ପ୍ରତି ସ୍ଥାନୀୟ ଜନସାଧାରଣଙ୍କର ଆଦୌ ସମର୍ଥନ ନାହିଁ।”

ସେ ଆହୁରି ମଧ୍ୟ କହିଥିଲେ,“କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ମାଓ ମୁକାବିଲା ପାଇଁ ସିଆର୍‌ପିଏଫ୍ ଓ ଏସ୍‌ଓଜି ଯବାନଙ୍କୁ ମୁତୟନ କରାଯାଇଛି। ଏସ୍‌ଓଜି ଯବାନଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି। ନିମୟିତ ସର୍ଚ୍ଚ ଅପରେସନ୍ କରାଯାଉଛି। ଗୁଇନ୍ଦା ବିଭାଗର ସହଯୋଗ ମଧ୍ୟ ନିଆଯାଉଛି।”

ଡିଜିପି କହିଥିଲେ,“ମାଓ ଅଧ୍ୟୁଷିତ ଅଞ୍ଚଳରେ ଆମର ପ୍ରଥମ ଲକ୍ଷ୍ୟ ହେଉଛି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ଅପରେସନ୍। ତା’ସହିତ ଉକ୍ତ ଅଞ୍ଚଳଗୁଡ଼ିକରେ ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।”

ଆଜି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରାୟ, ଗୁଇନ୍ଦା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ, ଓଏଚ୍‌ଆର୍‌ସିର ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ଓ ଗୁଇନ୍ଦା ବିଭାଗ ଆଇଜି ଡି.ଏସ୍‌ କୁଟେଙ୍କ ସହିତ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ଏସ୍‌ପିମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story