ଦମ୍ଭ ଦେଖାଇଲେ ମନ୍ତ୍ରୀ; କହିଲେ- ଆନ୍ଦୋଳନକାରୀ ଶିକ୍ଷକ ସହଯୋଗ କରନ୍ତୁ ବା ନ କରନ୍ତୁ ପରୀକ୍ଷାରେ ଅସୁବିଧା ହେବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦମ୍ଭ ଦେଖାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।  ମନ୍ତ୍ରୀ କହିଛନ୍ତି- “ଆନ୍ଦୋଳନକାରୀ ଶିକ୍ଷକ ସହଯୋଗ କରନ୍ତୁ ବା ନ କରନ୍ତୁ ପରୀକ୍ଷା ପରିଚାଳନାରେ କୌଣସି ଅସୁବିଧା ହେବନି। ବିଜେପୁର ଉପନିର୍ବାଚନ ପାଇଁ ଆଚରଣବିଧି ଲାଗିଥିବାରୁ ଶିକ୍ଷକଙ୍କ ଦାବି ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇପାରୁନାହିଁ।  ଶିକ୍ଷକ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ସରକାର ଆଲୋଚନା କରୁଛନ୍ତି।” ଏପଟେ ୧୧ ଦିନରେ ପହଞ୍ଚିଛି ଓଡିଶା ସ୍କୁଲ୍ […]

=bb

=bb

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 07:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦମ୍ଭ ଦେଖାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।  ମନ୍ତ୍ରୀ କହିଛନ୍ତି- “ଆନ୍ଦୋଳନକାରୀ ଶିକ୍ଷକ ସହଯୋଗ କରନ୍ତୁ ବା ନ କରନ୍ତୁ ପରୀକ୍ଷା ପରିଚାଳନାରେ କୌଣସି ଅସୁବିଧା ହେବନି। ବିଜେପୁର ଉପନିର୍ବାଚନ ପାଇଁ ଆଚରଣବିଧି ଲାଗିଥିବାରୁ ଶିକ୍ଷକଙ୍କ ଦାବି ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇପାରୁନାହିଁ।  ଶିକ୍ଷକ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ସରକାର ଆଲୋଚନା କରୁଛନ୍ତି।”

ଏପଟେ ୧୧ ଦିନରେ ପହଞ୍ଚିଛି ଓଡିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି।  ଦାବି ପୂରଣ ନ ହେଲେ ଆସନ୍ତା ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛି ମିଳିତ ମଞ୍ଚ। ତେବେ ସୋମବାର ପୁଣିଥରେ ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିବେ ଶିକ୍ଷକ ଅଧ୍ୟାପକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story