ଅଙ୍ଗନୱାଡି କର୍ମୀ ଓ ସରକାରଙ୍କ ଆଲୋଚନା ବିଫଳ: ସରକାର ମାଗିଲେ ୪୫ ଦିନ ସମୟ

ଭୁବନେଶ୍ୱର: ଅଙ୍ଗନଓ୍ୱାଡ଼ି କର୍ମୀ ଓ ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନି। ୧୨ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ୨୯ ଦିନ ଧରି ଆନ୍ଦୋଳନ ଚଳାଇଥିବା ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ପ୍ରତିନିଧିଙ୍କ ସହ ସରକାର ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ସମୟରେ ଦାବି ପୂରଣ ନେଇ ସରକାର ସଂଘକୁ ୪୫ ଦିନର ସମୟ ମାଗିବା ସହ ଆନ୍ଦୋଳନରୁ ଓହରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସଂଘ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 10:28 PM IST

Sports

Latest News

ଭୁବନେଶ୍ୱର: ଅଙ୍ଗନଓ୍ୱାଡ଼ି କର୍ମୀ ଓ ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନି। ୧୨ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ୨୯ ଦିନ ଧରି ଆନ୍ଦୋଳନ ଚଳାଇଥିବା ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ପ୍ରତିନିଧିଙ୍କ ସହ ସରକାର ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ସମୟରେ ଦାବି ପୂରଣ ନେଇ ସରକାର ସଂଘକୁ ୪୫ ଦିନର ସମୟ ମାଗିବା ସହ ଆନ୍ଦୋଳନରୁ ଓହରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସଂଘ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି।

ସଂଘ ପକ୍ଷରୁ କୁହାଯାଇଛି ଆନ୍ଦୋଳନ ଜାରି ରହିବ। ପ୍ରତି ଜିଲ୍ଲା ସଭାପତିଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story