ରାସ୍ତା ନାହିଁ, ଖଚରରେ ବସି ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଗଲେ ସରକାରୀ ବାବୁ

ମାଲକାନଗିରି (ଜିତେନ୍ଦ୍ର ବେଉରା): ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି, ସେଥିରେ କେବଳ ଚାଲି ଚାଲି ଯାଇ ହେବ। ଏଣୁ ସରକାରୀ ବାବୁମାନେ ସେହିଭଳି ଗାଁଗୁଡ଼ିକରେ ସରକାରଙ୍କ ତରଫରୁ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ପାଇଁ ଯିବା ବେଳେ ଖଚରଙ୍କ ସହାୟତା ନେଇଛନ୍ତି। ଖଚର ପିଠିରେ ବସି ଗାଁ ଗାଁ ବୁଲି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ। ଏଠାରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ […]

Malkangiri

Malkangiri

Tapaswini Nayak
  • Published: Tuesday, 30 November 2021
  • Updated: 30 November 2021, 01:04 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି, ସେଥିରେ କେବଳ ଚାଲି ଚାଲି ଯାଇ ହେବ। ଏଣୁ ସରକାରୀ ବାବୁମାନେ ସେହିଭଳି ଗାଁଗୁଡ଼ିକରେ ସରକାରଙ୍କ ତରଫରୁ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ପାଇଁ ଯିବା ବେଳେ ଖଚରଙ୍କ ସହାୟତା ନେଇଛନ୍ତି। ଖଚର ପିଠିରେ ବସି ଗାଁ ଗାଁ ବୁଲି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ।

ଏଠାରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ପହଞ୍ଚିଥିଲେ ପଞ୍ଚାୟତରାଜ ବିଭାଗ ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ। ସେମାନଙ୍କ ସହିତ ଥିଲେ ଚିତ୍ରକୋଣ୍ଡା ବିଡ଼ିଓ, ବନାଞ୍ଚଳ ଅଧିକାରୀ ଓ ଏସଡିପିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ। ସେମାନେ ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଫାର୍ମରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲା।

ଏଥିସହ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା- କାଜୁ ପ୍ଲାଣ୍ଟେସନ, ବିଭିନ୍ନ ସ୍ଥାନରେ କରାଯାଇଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ଓ ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ଉପ ସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ।

ସୂଚନାଯୋଗ୍ୟ, ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ଅଞ୍ଚଳଗୁଡ଼ିକରେ କେବଳ ପାଦ ଚଲା ରାସ୍ତା ଥିବାରୁ ଖଚରରେ ବସି ସରକାରୀ ଅଧିକାରୀମାନେ ସେଠାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story