‘ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ମଣ୍ଡିରେ ନୁହେଁ ନିଜ ଘରେ ଧାନ ବିକ୍ରି କରିପାରିବେ ଚାଷୀ’

ବାଲେଶ୍ୱର(ରଶ୍ମୀ ରଂଜନ ଦାସ) : ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀମାନେ ଧାନ ମଣ୍ଡିରେ ନୁହେଁ ନିଜ ଘରେ ବସି ଧାନ ବିକ୍ରି କରିପାରିବେ। ଏଥିସହ ୧୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଖାଲି ସେତିକି ନୁହେଁ,  BJP କ୍ଷମତାକୁ ଆସିଲେ ପୂର୍ବ ସରକାରର ସବୁ ଯୋଜନା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି […]

arun-singh-2

arun-singh-2

Tapas Behera
  • Published: Sunday, 21 April 2019
  • Updated: 21 April 2019, 04:07 PM IST

Sports

Latest News

ବାଲେଶ୍ୱର(ରଶ୍ମୀ ରଂଜନ ଦାସ) : ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀମାନେ ଧାନ ମଣ୍ଡିରେ ନୁହେଁ ନିଜ ଘରେ ବସି ଧାନ ବିକ୍ରି କରିପାରିବେ। ଏଥିସହ ୧୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ।

ଖାଲି ସେତିକି ନୁହେଁ,  BJP କ୍ଷମତାକୁ ଆସିଲେ ପୂର୍ବ ସରକାରର ସବୁ ଯୋଜନା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।

ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରହରୀ ଅରୁଣ ସିଂ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ବିଜେପିର ସବୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ଅରୁଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story