ରଥଯାତ୍ରା ପାଇଁ ୩ଦିନ ଟୋଲ୍ ଗେଟ୍ ଫି’ ନିଆଯିବ ନାହିଁ

ପୁରୀ(ମଧୁ ସୂଦନ ମିଶ୍ର): ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ଆସିବାକୁ ଥିବା କୌଣସି ଗାଡ଼ିରୁ ଟୋଲ୍ ଗେଟ୍ ଫି’ ନିଆଯିବ ନାହିଁ। ଏହି ତିନି ଦିନ ପିଲି ଟୋଲ୍ ଗେଟ୍ରେ କୌଣସି ଗାଡ଼ିରୁ ଫି’ ଆଦାୟ କରାଯିବ ନାହିଁ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ରଥଯାତ୍ର ସମୟରେ ଜାତୀୟ ରାଜପଥରେ ୩ଟି ଆମ୍ବୁଲାନ୍ସକୁ ମୁତୟନ କରାଯିବ। ଆସନ୍ତା ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସଗୁଡ଼ିକୁ […]

PK-MOHAmmmm

PK-MOHAmmmm

Tapaswini Nayak
  • Published: Friday, 28 June 2019
  • Updated: 28 June 2019, 02:00 PM IST

Sports

Latest News

ପୁରୀ(ମଧୁ ସୂଦନ ମିଶ୍ର): ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ଆସିବାକୁ ଥିବା କୌଣସି ଗାଡ଼ିରୁ ଟୋଲ୍ ଗେଟ୍ ଫି’ ନିଆଯିବ ନାହିଁ। ଏହି ତିନି ଦିନ ପିଲି ଟୋଲ୍ ଗେଟ୍ରେ କୌଣସି ଗାଡ଼ିରୁ ଫି’ ଆଦାୟ କରାଯିବ ନାହିଁ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ରଥଯାତ୍ର ସମୟରେ ଜାତୀୟ ରାଜପଥରେ ୩ଟି ଆମ୍ବୁଲାନ୍ସକୁ ମୁତୟନ କରାଯିବ। ଆସନ୍ତା ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସଗୁଡ଼ିକୁ ସେଠାରେ ରଖାଯିବ ବୋଲି ସମନ୍ୱୟ ବୈଠକରେ ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରରେ ରଥଯାତ୍ରା ସୁରୁଖୁରରେ ସମ୍ପାଦନ ପାଇଁ ଆଜି ଶେଷ ସମନ୍ୱୟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି, ପୁଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମା, ପୁରୀ ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story