ରାଜଧାନୀରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର: ଦିନ ତମାମ ଗୁଳିଗୁଳି ପରେ ରାଜଧାନୀବାସୀ ରାତି ପ୍ରାୟ ୧୦ଟା ବେଳେ କାଳବୈଶାଖୀର ତାଣ୍ଡବ ଦେଖିଛନ୍ତି। ରାତି ୧୦ଟା ବେଳକୁ ହଠାତ୍‌ ଆକାଶରେ ମେଘ ଘୋଟାଇ ଆସିବା ସହ ଜୋରରେ ପବନ ବୋହିଥିଲା। ସୂଚନା ଅନୁଯାୟୀ, ପବନର ଘଣ୍ଟା ପ୍ରତି ବେଗ ୬୦ରୁ ୭୦ କିମି ରହିଥିଲା। ବେଳେ ବେଳେ ଏହା ୯୦ରୁ ୧୦୦ କିମି ମଧ୍ୟ ଛୁଇଁଥିବା ଜଣାପଡ଼ିଛି।

ଏଥିଯୋଗୁ ବ୍ୟାପକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କିନ୍ତୁ ଏ ସମ୍ପର୍କରେ ରିପୋର୍ଟ ଲେଖା ହେବା ଯାଏ ବିସ୍ତୃତ ସୂଚନା ମିଳିନାହିଁ। କାଳବୈଶାଖୀର ତାଣ୍ଡବ ଯୋଗୁ ରାସ୍ତା କଡ଼ରେ ଥିବା କିଛି ଗଛ ଭାଙ୍ଗି ଯାଇଛି। ସେହିପରି ଏକାଧିକ ବସ୍ତିରେ ରହୁଥିବା ଘର କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରାଜଧାନୀରେ ଘର କଲାଣି କରୋନା, ଆଜି ପୁଣି ୫୦ ପାର

ଓଡ଼ିଶାରେ ବଢ଼ୁଛି କରୋନା ଆରୋଗ୍ୟହାର: ରାଜେଶ ଭୂଷଣ  

ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ନ ରହି ଫାଷ୍ଟ ଫୁଡ୍‌ ବିକିଲେ ଯୁବକ; ରିପୋର୍ଟ ଆସିଲା ପଜିଟିଭ

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; ଭୁବନେଶ୍ୱର ଓ କଟକରେ ନୂଆ ଡିସିପି

ସୁନ୍ଦରଗଡ଼ ଜିଲ୍ଲାରେ ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କରୋନା ଯୋଦ୍ଧା

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

କରୋନାକୁ ହରାଇଲେ ୮୧ ବର୍ଷୀୟ ଗୋପିନାଥ

କରୋନା କବଳରେ ଡାକ୍ତର

ଘରେ ନ ରହି ସମୁଦ୍ର କୂଳରେ ବୁଲୁଥିଲେ ପ୍ରବାସୀ, ଧରା ପଡ଼ିଗଲେ

ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ନିଷେଧ