ରାଜଧାନୀରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର: ଦିନ ତମାମ ଗୁଳିଗୁଳି ପରେ ରାଜଧାନୀବାସୀ ରାତି ପ୍ରାୟ ୧୦ଟା ବେଳେ କାଳବୈଶାଖୀର ତାଣ୍ଡବ ଦେଖିଛନ୍ତି। ରାତି ୧୦ଟା ବେଳକୁ ହଠାତ୍‌ ଆକାଶରେ ମେଘ ଘୋଟାଇ ଆସିବା ସହ ଜୋରରେ ପବନ ବୋହିଥିଲା। ସୂଚନା ଅନୁଯାୟୀ, ପବନର ଘଣ୍ଟା ପ୍ରତି ବେଗ ୬୦ରୁ ୭୦ କିମି ରହିଥିଲା। ବେଳେ ବେଳେ ଏହା ୯୦ରୁ ୧୦୦ କିମି ମଧ୍ୟ ଛୁଇଁଥିବା ଜଣାପଡ଼ିଛି। ଏଥିଯୋଗୁ ବ୍ୟାପକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କିନ୍ତୁ ଏ ସମ୍ପର୍କରେ ରିପୋର୍ଟ ଲେଖା […]

rr

rr

Hemant Lenka
  • Published: Saturday, 15 June 2019
  • Updated: 15 June 2019, 10:44 PM IST

Sports

Latest News

ଭୁବନେଶ୍ୱର: ଦିନ ତମାମ ଗୁଳିଗୁଳି ପରେ ରାଜଧାନୀବାସୀ ରାତି ପ୍ରାୟ ୧୦ଟା ବେଳେ କାଳବୈଶାଖୀର ତାଣ୍ଡବ ଦେଖିଛନ୍ତି। ରାତି ୧୦ଟା ବେଳକୁ ହଠାତ୍‌ ଆକାଶରେ ମେଘ ଘୋଟାଇ ଆସିବା ସହ ଜୋରରେ ପବନ ବୋହିଥିଲା। ସୂଚନା ଅନୁଯାୟୀ, ପବନର ଘଣ୍ଟା ପ୍ରତି ବେଗ ୬୦ରୁ ୭୦ କିମି ରହିଥିଲା। ବେଳେ ବେଳେ ଏହା ୯୦ରୁ ୧୦୦ କିମି ମଧ୍ୟ ଛୁଇଁଥିବା ଜଣାପଡ଼ିଛି।

ଏଥିଯୋଗୁ ବ୍ୟାପକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କିନ୍ତୁ ଏ ସମ୍ପର୍କରେ ରିପୋର୍ଟ ଲେଖା ହେବା ଯାଏ ବିସ୍ତୃତ ସୂଚନା ମିଳିନାହିଁ। କାଳବୈଶାଖୀର ତାଣ୍ଡବ ଯୋଗୁ ରାସ୍ତା କଡ଼ରେ ଥିବା କିଛି ଗଛ ଭାଙ୍ଗି ଯାଇଛି। ସେହିପରି ଏକାଧିକ ବସ୍ତିରେ ରହୁଥିବା ଘର କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story