ବିମୁଦ୍ରାକରଣ ପ୍ରତିବାଦ: ଆସନ୍ତାକାଲି ୫ଟି ବାମ ଦଳଙ୍କ ଆଇନଅମାନ୍ୟ ଆନ୍ଦୋଳନ

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆସନ୍ତାକାଲି ବ୍ୟାଙ୍କ ଗୁଡିକ ସମ୍ମୁଖରେ ଓଡ଼ିଶାର ୫ଟି ବାମପନ୍ଥୀ ଦଳ ଆଇନ ଅମାନ୍ୟ ଆନ୍ଦୋଳନ କରିବେ। ନଭେମ୍ବର ୨୮କୁ ସର୍ବଭାରତୀୟ ପ୍ରତିବାଦ ଦିବସ ଭାବେ ପାଳନ କରାଯିବାକୁ ବାମପନ୍ଥୀ ଦଳଗୁଡିକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ସିପିଆଇ, ସିପିଆଇଏମ୍‌, ସିପିଆଇଏମ୍‌ଏଲ୍‌, ଏସ୍‌ୟୁସିଆଇ ଏବଂ ଫରୱାର୍ଡ ବ୍ଲକ ସାମିଲ ହୋଇଛନ୍ତି। ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ କହିଛନ୍ତି,“କେନ୍ଦ୍ର ସରକାର ବିକଳ୍ପ ବ୍ୟବସ୍ଥା ନ କରି ନୋଟ୍‌ବନ୍ଦୀ ଭଳି ନିଷ୍ପତ୍ତି ନେବା ଫଳରେ ଦେଶର ଶ୍ରମିକ, […]

note

note

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 10:26 AM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆସନ୍ତାକାଲି ବ୍ୟାଙ୍କ ଗୁଡିକ ସମ୍ମୁଖରେ ଓଡ଼ିଶାର ୫ଟି ବାମପନ୍ଥୀ ଦଳ ଆଇନ ଅମାନ୍ୟ ଆନ୍ଦୋଳନ କରିବେ। ନଭେମ୍ବର ୨୮କୁ ସର୍ବଭାରତୀୟ ପ୍ରତିବାଦ ଦିବସ ଭାବେ ପାଳନ କରାଯିବାକୁ ବାମପନ୍ଥୀ ଦଳଗୁଡିକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଓଡ଼ିଶାର ସିପିଆଇ, ସିପିଆଇଏମ୍‌, ସିପିଆଇଏମ୍‌ଏଲ୍‌, ଏସ୍‌ୟୁସିଆଇ ଏବଂ ଫରୱାର୍ଡ ବ୍ଲକ ସାମିଲ ହୋଇଛନ୍ତି।

ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ କହିଛନ୍ତି,“କେନ୍ଦ୍ର ସରକାର ବିକଳ୍ପ ବ୍ୟବସ୍ଥା ନ କରି ନୋଟ୍‌ବନ୍ଦୀ ଭଳି ନିଷ୍ପତ୍ତି ନେବା ଫଳରେ ଦେଶର ଶ୍ରମିକ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କେନ୍ଦ୍ର ସରକାର ନୋଟ ବଦଳର ଅବଧି ବଢାନ୍ତୁ। ମୋଦିଙ୍କ ଏପରି ନିଷ୍ପତ୍ତି ପ୍ରତିବାଦରେ ଆସନ୍ତାକାଲି ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ। ଏହାସହ ସବୁ ଜିଲ୍ଲା ସଦର ମହକୁମାରେ ଥିବା ଷ୍ଟେଟ୍‌ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନଅମାନ୍ୟ ଆନ୍ଦୋଳନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story