୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାସନ ଓ ସ୍ୱଚ୍ଛତା ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯିବ ଓଡ଼ିଶା ସରକାର ତାକୁ ସମର୍ଥନ ଓ ସହଯୋଗ କରିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି,“ଏହାଦ୍ୱାରା କଳାଧନ ଓ ଆତଙ୍କବାଦ ପାଣ୍ଠିକୁ ବହୁ ପରିମାଣରେ ରୋକାଯାଇ ପାରିବ। ସାରା ବିଶ୍ୱରେ ଏହା ଏକ ସାହସିକ ପଦକ୍ଷେପ। ହେଲେ ସାଧାରଣ ଜନତା, […]

cm

cm

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 03:03 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାସନ ଓ ସ୍ୱଚ୍ଛତା ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯିବ ଓଡ଼ିଶା ସରକାର ତାକୁ ସମର୍ଥନ ଓ ସହଯୋଗ କରିବେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି,“ଏହାଦ୍ୱାରା କଳାଧନ ଓ ଆତଙ୍କବାଦ ପାଣ୍ଠିକୁ ବହୁ ପରିମାଣରେ ରୋକାଯାଇ ପାରିବ। ସାରା ବିଶ୍ୱରେ ଏହା ଏକ ସାହସିକ ପଦକ୍ଷେପ। ହେଲେ ସାଧାରଣ ଜନତା, ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ଗୁରୁତର ରୋଗୀ ଓ ବ୍ୟୟବହୁଳ ଚିକିତ୍ସା ଲାଗି ପୁରୁଣା ନୋଟ୍‌ ପ୍ରଚଳନ ପାଇଁ ଦିଆଯାଇଥିବା ୩ ଦିନର ସମୟ ସୀମା ପର୍ଯ୍ୟାପ୍ତ ନୁହେଁ। ଏହାକୁ ବଢ଼ାଯିବା ଉଚିତ୍‌।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story