ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ

କଟକ( ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସିଡିଏ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭରଜନିତ ରୋଗରେ ପୀଡ଼ିଥିଲେ। ତାଙ୍କର ଚିକିତ୍ସା ଜାରି ରହିଥିଲା। ବହୁ ଟିଭି ସିରିଏଲ ଓ ନାଟକର ସଂଳାପ ଲେଖକ ଭାବେ ସୁନାମ ପାଇଥିଲେ ରଣଜିତ। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। […]

Ranajit Patnaik

Ranajit Patnaik

Tapaswini Nayak
  • Published: Wednesday, 10 August 2022
  • Updated: 10 August 2022, 10:35 AM IST

Sports

Latest News

କଟକ( ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସିଡିଏ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭରଜନିତ ରୋଗରେ ପୀଡ଼ିଥିଲେ। ତାଙ୍କର ଚିକିତ୍ସା ଜାରି ରହିଥିଲା।

ବହୁ ଟିଭି ସିରିଏଲ ଓ ନାଟକର ସଂଳାପ ଲେଖକ ଭାବେ ସୁନାମ ପାଇଥିଲେ ରଣଜିତ। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

୧୯୫୭ ମସିହା ମାର୍ଚ୍ଚ ୨୦ ତାରିଖରେ ରଣଜିତଙ୍କ ଜନ୍ମ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଏମ୍ଓ ଓ ଏମ୍‌ଫିଲ୍ କରିଥିଲେ। ପେସାରେ ବ୍ୟାଙ୍କ କର୍ମଚାରୀ ଭାବେ କାମ କରିଥିଲେ ବି ନାଟକ, ସାହିତ୍ୟ, ସଙ୍ଗୀତ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଅନେକ ନାଟ୍ୟ ପୁସ୍ତକ ଲେଖିବା ସହ ଅନେକ ଧାରାବାହିକ ରଚନା କରିଛନ୍ତି।

ରଣଜିତ ପଟ୍ଟନାୟକଙ୍କ ପ୍ରକାଶିତ ନାଟ୍ୟ ପୁସ୍ତକ- ଚଉକି, ନାକ୍‌ଟା ଚିତ୍ରକର, ଇଚ୍ଛା ବନାମ ପଦ୍ମନାଭ, ଦାନବୀୟ, ମୁକ୍ତି ଏକ ଭୁଲ‌, ଟିଟୋ, ଗୁଣିଆ ଝାଡେଲୋ ଡାହାଣୀ, ଗୋଇଠା ବାବା, ମନ ତୋହର ନିଜ ଗୁରୁ, ତିତ୍‌ଲି,ଏକାଧିକ ଏକାଙ୍କିକା (ସଇତାନର କବର ଉପରେ ମୁଁ ମଣିଷ, ଆଠ କାନ୍ଥର ଅମରାବତୀ, କସ୍ତୁରୀ, ହୁଏନସାଂଙ୍କ ଭାରତ ପରିଭ୍ରମଣ, ଚିରକାଳ ମିଦାସ୍ /ଉଭା କୁବେର ପୋତା ସପନ, କାଶୀ ପିଉସୀ, ବାଘ ଶିକାର), ଗାଁ, ମାର୍ଫତ୍ ଈଶ୍ୱର,ହା’କୃଷ୍ଣ ଓ ବଧିର ଈଶ୍ୱର।

ରଣଜିତ ପଟ୍ଟନାୟକଙ୍କ ଅପ୍ରକାଶିତ ନାଟକ- ହାରାକିରି, ନୟନ ପିତୁଳା, ଫିକା ଆକାଶ, କାଶୀନାଥ, ଅନ୍ୟ ଏକ ଶ୍ମଶାନ ସନ୍ଧାନରେ, ଶାମୁକା ସମାଧି, ନ’ଅଙ୍କ, ଆରେ ବାୟା ସବୁ ମାୟା, ତଥାପି ପ୍ରତୀକ୍ଷା, ନିରପେକ୍ଷ ନିଦ୍ଦେର୍ଶକ, ହାରିବା ଡେରିଅଛି, ଅନେଶତ ପବନ, ହନୁମାନ ପଇସା, ବି.ପି.ଏଲ୍, ନିର୍ବାକ୍।

କାବ୍ୟ ପୁସ୍ତକ- ଅକବିର କବିତା, ଫେସ୍‌ବୁକ୍ କବିତ॥

ନାଟ୍ୟ ନିଦ୍ଦେର୍ଶନା- ପଳାତକ, ଗୁଣ୍ଡା, ଧୃତରାଷ୍ଟ୍ରର ଆଖି, ମୋର ବା ଦୋଷ କ’ଣ, ହାରାକିରି, ନୟନ ପିତୁଳା, ଭିନ୍ନ ଏକ ଶ୍ମଶାନ ସନ୍ଧାନରେ, ବଧିର ଈଶ୍ୱର, ସଇତାନ କବର ଉପରେ ମୁଁ ମଣିଷ, ଟିଟୋ, ନିରପେକ୍ଷ ନିଦ୍ଦେର୍ଶକ, ଦାନବୀୟ, ମନ ତୋହର ନିଜଗୁରୁ, ଶାମୁକା ସମାଧି, ଆରେ ବାୟା ସବୁ ମାୟା, କାଶୀନାଥ, ଫିକା ଆକାଶ, ଗୋଇଠା ବାବା, ଗାଁ, ହନୁମାନ ପଇସା, ଅନେଶତ ପବନ, ହା’କୃଷ୍ଣ, ମାର୍ଫତ, ଈଶ୍ୱର, ଚଉକି,କସ୍ତୁରୀ, କାଶୀ ପିଉସୀ, ଗୁଣିଆ, ଝାଡେଲୋ ଡାହାଣୀ, ହୁଏନସାଂଙ୍କ ଭାରତ ପରିଭ୍ରମଣ,ହାରିବା ଡେରି ଅଛି, ଉଭା କୁବେର ପୋତା ସପନ, ବାଘ ଶିକାର, ଆଠ କାନ୍ଥର ଅମରାବତୀ।

ନାଟ୍ୟ ଅଭିନୟ- ଯଥା ନଳସ୍ୟ ଦମୟନ୍ତୀ, ପରିଶୋଧ, ଯୋଗ ବିଯୋଗ, ପଳାତକ, ଗୁଣ୍ଡା, ସନ୍ନ୍ୟାସୀ, ଅଥଚ ସ୍ଖଣକ୍ୟ,ରାଜକୀୟ, କାଳ ପୁରୁଷ, ଆଠ କାନ୍ଥର ଅମରାବତୀ, ମୁଁ ସଇତାନ କହୁଛି, ମହାନଦୀରେ ବନ୍ୟା, ବଧିର ଈଶ୍ୱର, ଟିଟୋ, ଆରେ ବାୟା ସବୁ ମାୟା, ମନ ତୋହର ନିଜ ଗୁରୁ, ସମୁଦ୍ର, ହୁଏନସାଂଙ୍କ ଭାରତ ପରିଭ୍ରମଣ, ଚଉକି, ଉଭା କୁବେର ପୋତା ସପନ, ଧୂଳି ଘରୁ ଆକାଶ ଆଡକୁ, ଇଚ୍ଛା ବନାମ ପଦ୍ମନାଭ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story