କନ୍ଧମାଳ ଗୁଳିକାଣ୍ଡର ଏସ୍‌ଆଇଟି ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ  

ଭୁବନେଶ୍ୱର: କନ୍ଧମାଳ ଗୁଳିକାଣ୍ଡ ମାମଲାର ତଦନ୍ତ ଏସ୍‌ଆଇଟି କରିବ ବୋଲି ମୁଖ୍ୟମନ୍ତ୍ରୀ ସୋମବାର ଘୋଷଣା କରିବା ପରେ ଗତକାଲି ରାତିରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସ୍‌ଆଇଟି ଟିମ୍ ଗଠନ ଲାଗି ପୋଲିସ୍ ଡିଜି ଓ ଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଏଡିଜି ମହେନ୍ଦ୍ର ପ୍ରତାପଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଏହି ଘଟଣାର ତଦନ୍ତ କରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ କହିଛନ୍ତି,“କନ୍ଧମାଳ […]

letter

letter

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 04:49 PM IST

Sports

Latest News

letterଭୁବନେଶ୍ୱର: କନ୍ଧମାଳ ଗୁଳିକାଣ୍ଡ ମାମଲାର ତଦନ୍ତ ଏସ୍‌ଆଇଟି କରିବ ବୋଲି ମୁଖ୍ୟମନ୍ତ୍ରୀ ସୋମବାର ଘୋଷଣା କରିବା ପରେ ଗତକାଲି ରାତିରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସ୍‌ଆଇଟି ଟିମ୍ ଗଠନ ଲାଗି ପୋଲିସ୍ ଡିଜି ଓ ଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଏଡିଜି ମହେନ୍ଦ୍ର ପ୍ରତାପଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଏହି ଘଟଣାର ତଦନ୍ତ କରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ କହିଛନ୍ତି,“କନ୍ଧମାଳ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ରାତିରେ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏଚ୍‌ଆର୍‌ପିସିର ଏଡିଜି ମହେନ୍ଦ୍ର ପ୍ରତାପଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସେ କହିଛନ୍ତି,“ଏସ୍‌ଆଇଟିରେ କେଉଁ ମାନେ ସଦସ୍ୟ ରହିବେ ସେନେଇ ଡିଜିପି ଓ ଆଇଜି ନିଷ୍ପତ୍ତି ନେବେ।”

ଅନ୍ୟପକ୍ଷରେ ତଦନ୍ତ ସରିବା ପର୍ଯ୍ୟନ୍ତ ଏସ୍‌ଓଜିଙ୍କୁ ଏ ଘଟଣା ପାଇଁ ଦାୟୀ କରା ନ ଯାଉ ବୋଲି କହିଛି ଓଡ଼ିଶା ପୋଲିସ୍ ସଂଘ। ତଦନ୍ତ ଶେଷ ହେବା ପୂର୍ବରୁ ଉକ୍ତ ଦିନ ଅପରେସନ୍‌ରେ ସାମିଲ ଏସ୍‌ଓଜିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଏହି ଘଟଣାର ରାଜନୀତିକରଣ ନ କରିବାକୁ ସଂଘ ଦାବି କରିଛି।

ସୂଚନାଯୋଗ୍ୟ, ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡୁମାହା ଜଙ୍ଗଲ ଅଞ୍ଚଳରେ ପୋଲିସ୍‌ର ମାଓ ବିରୋଧୀ ଅପରେସନ୍ ବେଳେ ୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story