ନଭେମ୍ବର ୧ରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ

ବାରିପଦା: ଆସନ୍ତା ନଭେମ୍ୱର ୧ ତାରିଖରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଅଭୟାରଣ୍ୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟଟକମାନେ ପ୍ରତିବର୍ଷ ଭଳି ଏଥର ବି ବାରିପଦା ଦେଇ ପିଠାବଟା ଗେଟ ଓ ଯଶୀପୁରରୁ ଜାମୁଆଣି ଗେଟରେ ପ୍ରବେଶ କରିବେ। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦା ଦେଇ ସର୍ବାଧିକ ୨୫ଟି ଗାଡ଼ି ଓ ଯଶିପୁର ଦେଇ ସର୍ବାଧିକ ୩୫ଟି ଗାଡ଼ିକୁ ଅଭୟାରଣ୍ୟକୁ ଛଡ଼ାଯିବ। ପ୍ରତେକ୍ ଗାଡ଼ି ସହ ଜଣେ ଲେଖାଏଁ […]

similipala

similipala

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 12:24 PM IST

Sports

Latest News

similipalaବାରିପଦା: ଆସନ୍ତା ନଭେମ୍ୱର ୧ ତାରିଖରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଅଭୟାରଣ୍ୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟଟକମାନେ ପ୍ରତିବର୍ଷ ଭଳି ଏଥର ବି ବାରିପଦା ଦେଇ ପିଠାବଟା ଗେଟ ଓ ଯଶୀପୁରରୁ ଜାମୁଆଣି ଗେଟରେ ପ୍ରବେଶ କରିବେ। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦା ଦେଇ ସର୍ବାଧିକ ୨୫ଟି ଗାଡ଼ି ଓ ଯଶିପୁର ଦେଇ ସର୍ବାଧିକ ୩୫ଟି ଗାଡ଼ିକୁ ଅଭୟାରଣ୍ୟକୁ ଛଡ଼ାଯିବ। ପ୍ରତେକ୍ ଗାଡ଼ି ସହ ଜଣେ ଲେଖାଏଁ ଗାଇଡ୍ ଯିବେ ଓ ଅପରାହ୍ନ ୫ଟା ସୁଦ୍ଧା ଫେରିବାକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଅଜିତ କୁମାର ଶତପଥୀ କହିଛନ୍ତି ।similipala1

ସେହିପରି ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ୍ ବ୍ୟାଗ୍ ନେବା ଉପରେ କଟକଣା ଜାରି କରାଯାଇଛି। ରାତିରେ ରହଣୀ ପାଇଁ ପର୍ଯ୍ୟଟକମାନେ ଶିମିଳିପାଳ କାର୍ଯ୍ୟାଳୟର ୱେବସାଇଡ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ ଶିମିଳିପାଳ ଡଟ ଓଆରଜିରେ ଆଗୁଆ ବୁକିଂ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story