ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ।  ବିଧିବିଧାନ ଅନୁସାରେ ଆଜି ମଧ୍ୟାହ୍ନ ଧୂପ ପରେ ଚନ୍ଦନ ଚାପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ।  ହେଲେ କରୋନା ପାଇଁ ଚନ୍ଦନ ଚାପ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି। ଆଜି ନୃସିଂହ ଜନ୍ମ ଉତ୍ସବରେ ରଥର କୋଣଗୁଜ ଅନୁକୂଳ ନୀତି ପରମ୍ପରା ରହିଛି।  ଏହି ଦିନ ରୂପକାର ସେବକ ରଥର ରୂପ କାର୍ଯ୍ୟ କରିଥା’ନ୍ତି।  ତେବେ ରଥ ନିର୍ମାଣ ନେଇ […]

puri

puri

Tapaswini Nayak
  • Published: Wednesday, 06 May 2020
  • Updated: 06 May 2020, 10:54 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ।  ବିଧିବିଧାନ ଅନୁସାରେ ଆଜି ମଧ୍ୟାହ୍ନ ଧୂପ ପରେ ଚନ୍ଦନ ଚାପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ।  ହେଲେ କରୋନା ପାଇଁ ଚନ୍ଦନ ଚାପ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି।

ଆଜି ନୃସିଂହ ଜନ୍ମ ଉତ୍ସବରେ ରଥର କୋଣଗୁଜ ଅନୁକୂଳ ନୀତି ପରମ୍ପରା ରହିଛି।  ଏହି ଦିନ ରୂପକାର ସେବକ ରଥର ରୂପ କାର୍ଯ୍ୟ କରିଥା’ନ୍ତି।  ତେବେ ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନ ଥିବାରୁ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।  ଏପଟେ ଲକ୍‌ଡାଉନ୍ ନିୟମ ପାଳନ କରି ରଥଖଳାରେ ରଥ ନିର୍ମାଣ କିଭଳି ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରିବ, ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story