ଚେଙ୍କ ନେଲା ଅଢ଼େଇ ବର୍ଷର ଶିଶୁପୁତ୍ରର ଜୀବନ

ନୂଆପଡ଼ା: ପୁଣି ଚେଙ୍କ ନେଲା ଜୀବନ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା  କରଚୁଲା ଗାଁର ଲକ୍ଷ୍ମୀଚନ୍ଦ୍ର ଶବରଙ୍କ ଅଢ଼େଇ ବର୍ଷର ଶିଶୁପୁତ୍ର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲା। ପରିବାର ଲୋକେ ନିକଟ ପଖାନପଡ଼ାରୁ ଜଣେ ବୃଦ୍ଧଙ୍କୁ ଡାକି ପିଲାଟିକୁ ଲୁହା ଚେଙ୍କ ଦେଇଥିଲେ।  ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାକୁ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 10:48 AM IST

Sports

Latest News

ନୂଆପଡ଼ା: ପୁଣି ଚେଙ୍କ ନେଲା ଜୀବନ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା  କରଚୁଲା ଗାଁର ଲକ୍ଷ୍ମୀଚନ୍ଦ୍ର ଶବରଙ୍କ ଅଢ଼େଇ ବର୍ଷର ଶିଶୁପୁତ୍ର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲା। ପରିବାର ଲୋକେ ନିକଟ ପଖାନପଡ଼ାରୁ ଜଣେ ବୃଦ୍ଧଙ୍କୁ ଡାକି ପିଲାଟିକୁ ଲୁହା ଚେଙ୍କ ଦେଇଥିଲେ।  ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତାକୁ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପିଢ଼ପୋଖରୀ ଗାଁର ଶିଶୁପୁତ୍ରର ପେଟ ରୋଗ ଭଲ କରିବାକୁ ତା’ ନିଜ ମାଉସୀ ଚେଙ୍କ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ- ମାଉସୀର ମୂର୍ଖାମି, କାଚ ଗରମ କରି କଲା ପୁତୁରାର ଚେଙ୍କ ଚିକିତ୍ସା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story