ଚୁଆରେ ବୁଡ଼ି ଭାଇଭଉଣୀ ମୃତ

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ମହୁଲଭଟ୍ଟା ଗାଁ ଚୁଆରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ସେମାନେ ବୁଡ଼ି ଯାଇଥିଲେ। ଭାଇ ବୁଡ଼ି ଯାଉଥିବା ବେଳେ ତାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲା ଭଉଣୀ।  କିନ୍ତୁ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲା। ମୃତକ ଦ୍ୱୟ ଗାଁର ଉମାଶଙ୍କ ରଣାଙ୍କ ପୁଅଝିଅ। ପୁଅ ନାଁ ଦୌଳତ ରଣା (୧୨)। ଝିଅର ନାଁ ତେଜନ୍ ରଣା (୧୪)। ଉଭୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 02:13 PM IST

Sports

Latest News

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ମହୁଲଭଟ୍ଟା ଗାଁ ଚୁଆରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗାଧୋଇବାକୁ ଯାଇଥିବା ବେଳେ ସେମାନେ ବୁଡ଼ି ଯାଇଥିଲେ। ଭାଇ ବୁଡ଼ି ଯାଉଥିବା ବେଳେ ତାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲା ଭଉଣୀ।  କିନ୍ତୁ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲା।

ମୃତକ ଦ୍ୱୟ ଗାଁର ଉମାଶଙ୍କ ରଣାଙ୍କ ପୁଅଝିଅ। ପୁଅ ନାଁ ଦୌଳତ ରଣା (୧୨)। ଝିଅର ନାଁ ତେଜନ୍ ରଣା (୧୪)।

ଉଭୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos