ଭୟଙ୍କର ଚିକିତ୍ସା ସେବା: ଅପରେସନ କଲେ ନର୍ସ, ଫୋନରେ ବତେଇଲେ ଡାକ୍ତର, ଫଳ କ’ଣ ହେଲା ଜାଣନ୍ତି ?

ଭୁବନେଶ୍ୱର: ‘ଥିୀ ଇଡିୟଟ୍’ ଫିଲ୍ମ ଷ୍ଟାଇଲରେ ହେଲା ପ୍ରସବ। ଫିଲ୍ମରେ ଅମିରଖାନଙ୍କ ଭଳି ରିୟଲରେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ କଲେ ଅପରେଶନ। କିନ୍ତୁ ଫଳ ହେଲା ଶୂନ। ଶେଷରେ ସବୁଦିନ ପାଇଁ ମା ହାରାଇଲା ତା କଁଅଳା ପିଲାକୁ। ଓଡ଼ିଶାର ଏକ ଘରୋଇ ଡାକ୍ତରଖାନାରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଅକ୍ଟୋବର 3 ତାରିଖର ଘଟଣା। ଆରତୀ ସାମଲ ନାମକ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ହେବାରୁ କେନ୍ଦ୍ରାପଡ଼ାର ଏକ ଘରୋଇ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 07:36 PM IST

ଭୁବନେଶ୍ୱର: ‘ଥିୀ ଇଡିୟଟ୍’ ଫିଲ୍ମ ଷ୍ଟାଇଲରେ ହେଲା ପ୍ରସବ। ଫିଲ୍ମରେ ଅମିରଖାନଙ୍କ ଭଳି ରିୟଲରେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ କଲେ ଅପରେଶନ। କିନ୍ତୁ ଫଳ ହେଲା ଶୂନ। ଶେଷରେ ସବୁଦିନ ପାଇଁ ମା ହାରାଇଲା ତା କଁଅଳା ପିଲାକୁ। ଓଡ଼ିଶାର ଏକ ଘରୋଇ ଡାକ୍ତରଖାନାରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି ।

ଅକ୍ଟୋବର 3 ତାରିଖର ଘଟଣା। ଆରତୀ ସାମଲ ନାମକ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ହେବାରୁ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସୁବିଧା ବୁଝିଥିଲେ ଡାକ୍ତର ରଶ୍ମୀରଞ୍ଜନ ପାତ୍ର। ଯେତେବେଳେ ଆରତୀଙ୍କ ସ୍ୱାମୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ସେତେବେଳେ ଡାକ୍ତର ରଶ୍ମୀରଞ୍ଜନ ଡାକ୍ତରଖାନାରେ ଅନୁପସ୍ଥିତ ଥିଲେ। ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ ମହିଳାଙ୍କର ଅପରେସନ କରାଇଥିଲେ। ମଝିର ମଝିରେ ଫୋନ ଯୋଗେ ଡାକ୍ତରଙ୍କ ସହ କଥା ହୋଇ ତାଙ୍କ କହିବା ଆନୁସାରେ ଅପରେସନ କରୁଥିଲେ। ପିଲ୍ମରେ ସିନା ଅମିର ଖାନ ସଫଳ ହୋଇଥିଲେ, କିନ୍ତୁ ରିୟଲ ଲାଇଫରେ ଫଳ ହେଲା ଭୟଙ୍କର। ଡାକ୍ତରଙ୍କ ଅବହେଳା ଓ ନର୍ସଙ୍କ ଅଜ୍ଞତା ଯୋଗୁଁ ଆରତୀ ତାଙ୍କ ନବଜାତ ସନ୍ତାନଟିକୁ ହରାଇଲେ। ଖାଲି ସେତିକି ନୁହଁ ଆରତୀଙ୍କ ଜରାୟୁରେ ମଧ୍ୟ ସମସ୍ୟା ଦେଖାଦେଲା।

ଘଟଣା ପରେ ଆରୀତଙ୍କ ସ୍ୱାମୀ କଳ୍ପତରୁ ସାମଲ ତାଙ୍କ ନବଜାତ ସନ୍ତାନର ଶବକୁ ଧରି ଥାନାରେ ପହଞ୍ଚିଥିଲେ। ଏବଂ ଡାକ୍ତର ରଶ୍ମୀକାନ୍ତ ବିରୋଧରେ ଏକ କେସ ରୁଜୁ କରିଥିଲେ । ଏହି ମାମଲାରେ ପୋଲିସ୍ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଆଇଆଇସି େକହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story