ମଉଜ ନାଁରେ ମହାଦୁର୍ନୀତି: କ୍ରିକେଟ୍‌ ଆସୋସିଏସନ୍‌ ନା କରପ୍ଟ ଆସୋସିଏସନ !

କଟକ: ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ପ୍ରକୃତ ଚେହେରା ପଦାକୁ ଆସିଛି। ପ୍ରାୟ ୫୦୦ କୋଟି ଟଙ୍କାର ହିସାବ ଓସିଏ ପାଖରେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ହୋଲି ଓ ନୂଆବର୍ଷ ପାଳନ ପାଇଁ ଓସିଏ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇବା। ଯାହା ଆର୍ଥିକ ଅନିୟମିତତାକୁ ପଦାରେ ପକାଇଛି। ଏହା ଜଣାପଡିଛି ଓସିଏ ଅଡିଟ୍‌ ଏଜେନ୍ସିକୁ ଦେଇଥିବା ତଥ୍ୟ ଏକ ଜାତୀୟ […]

BARABATI

BARABATI

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 10:33 PM IST

Sports

Latest News

କଟକ: ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ପ୍ରକୃତ ଚେହେରା ପଦାକୁ ଆସିଛି। ପ୍ରାୟ ୫୦୦ କୋଟି ଟଙ୍କାର ହିସାବ ଓସିଏ ପାଖରେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ହୋଲି ଓ ନୂଆବର୍ଷ ପାଳନ ପାଇଁ ଓସିଏ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇବା। ଯାହା ଆର୍ଥିକ ଅନିୟମିତତାକୁ ପଦାରେ ପକାଇଛି। ଏହା ଜଣାପଡିଛି ଓସିଏ ଅଡିଟ୍‌ ଏଜେନ୍ସିକୁ ଦେଇଥିବା ତଥ୍ୟ ଏକ ଜାତୀୟ ଗଣମାଧ୍ୟମ ପ୍ରକାଶ କରିବା ପରେ। କେବଳ ଏହି ଗୋଟିଏ ଘଟଣା ନୁହେଁ ୧୬୮ କୋଟି ଟଙ୍କାର ସାଧା କାଗଜ ବିଲ୍‌ ବି ଅଡିଟ୍‌ ଏଜେନ୍ସି ପାଖରେ ଦାଖଲ କରିଛି। ଏପରି ସ୍ଥିତିରେ ଏହା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ନା ଓଡ଼ିଶା କରପ୍ଟ ଆସୋସିଏସନ (ଓସିଏ) ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦେଶର ୨୭ଟି କ୍ରିକେଟ୍‌ ଆସୋସିଏସନ୍‌ର ଅଡିଟ୍‌ ପରେ ଗ୍ଲୋବାଲ କନସଲଣ୍ଟା ଡେଲଇଟି ରିପୋର୍ଟରେ ଅନେକ ଗୁମର ଫିଟିଛି। ଏଥିରେ ଦର୍ଶାଯାଇଛି ଓସିଏ ଏକ କନଷ୍ଟ୍ରକସନ ଫାର୍ମକୁ ୧୬୮ କୋଟି ଟଙ୍କା ପ୍ରଦାନ କରିଛି। ତାହା ପୁଣି ଏକ ସାଧାକାଗଜରେ ପ୍ରସ୍ତୁତ ବିଲ୍‌ରେ।

ଏହାବାଦ ୨୦୧୪-୧୫ ବର୍ଷ ପାଇଁ ବାରବାଟୀ ଷ୍ଟାଡିୟମର ମରାମତି ବାବଦରେ ଖର୍ଚ୍ଚ ହୋଇଛି ୩ କୋଟି ୨୭ ଲକ୍ଷ। ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ବଜେଟ୍‌ ମାତ୍ର ୩୦ଲକ୍ଷ ଟଙ୍କା ଥିଲା। ଏହାସହ ଓସିଏ ୧୪କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ କରି ୧୦୦ଟି ଫ୍ଲାଟ୍‌ ନିର୍ମାଣ କରି ନିଜ କର୍ମଚାରୀଙ୍କୁ ମାଗଣାରେ ବାଣ୍ଟିଛି।

ଓସିଏ ବାହାର ଲୋଙ୍କୁ ବହୁ ମାତ୍ରାରେ ଡିସକାଉଣ୍ଟ ଦେଇ ନିଜ କ୍ଲବରେ ସଦସ୍ୟ ଭାବେ ସାମିଲ କରିଥିବା ଅଭିଯୋଗ ଆସିଛି। ଏଥିପାଇଁ ଗତ ତିନି ବର୍ଷରେ ଓସିଏକୁ ୨କୋଟି ୩୮ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ଆଶୀର୍ବାଦ ବେହେରା ଓସିଏ ସମ୍ପାଦକ ଥିବା ବେଳେ ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ସହିତ ଲିଜ୍‌ ଏଗ୍ରିମେଣ୍ଟକୁ ନେଇ ପ୍ରଶ୍ନ ଉଠିଛି। କାରଣ ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ସମ୍ପାଦକ ଅଛନ୍ତି ଆଶୀର୍ବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story