ଓସ୍କାର ଚିଟ୍‌ଫଣ୍ଡ୍ ମାମଲା: ତାରାଙ୍କ ଜାମିନ୍ ଆବେଦନ ଶୁଣାଣି ୧୬କୁ ଘୁଞ୍ଚିଲା

କଟକ: ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ତାରା ପ୍ରସାଦ ହୋତାଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ମାମଲାରେ ଅପ୍ ଟୁ ଡେଟ୍ କେସ୍ ଡାଏରୀ ଦାଖଲ କରିବାକୁ ଆଜି କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍ ଅଦାଲତ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଅବନିକାନ୍ତ ପଟ୍ଟନାୟକଙ୍କ ଅନ୍ତରୀଣ ଜାମିନ୍ ଆବେଦନ ମୂଲ୍ୟହୀନ ହୋଇପଡ଼ିଛି। ପିତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ ଗତକାଲି ଅର୍ଥାତ୍ ଜୁଲାଇ ୧୦ […]

oscar chit fond and daimond factory-2

oscar chit fond and daimond factory-2

Rakesh Mallick
  • Published: Monday, 11 July 2016
  • Updated: 11 July 2016, 05:40 PM IST

Sports

Latest News

କଟକ: ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ତାରା ପ୍ରସାଦ ହୋତାଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ମାମଲାରେ ଅପ୍ ଟୁ ଡେଟ୍ କେସ୍ ଡାଏରୀ ଦାଖଲ କରିବାକୁ ଆଜି କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍ ଅଦାଲତ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଅବନିକାନ୍ତ ପଟ୍ଟନାୟକଙ୍କ ଅନ୍ତରୀଣ ଜାମିନ୍ ଆବେଦନ ମୂଲ୍ୟହୀନ ହୋଇପଡ଼ିଛି। ପିତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ ଗତକାଲି ଅର୍ଥାତ୍ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ଦେବାକୁ ସେ ଆବେଦନ କରିଥିଲେ। ତେବେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ତାଙ୍କ ଆବେଦନ ଉପରେ ଶୁଣାଣି ହୋଇ ପାରି ନ ଥିଲା। ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଆଜି ଆଉ ଏହାର ଶୁଣାଣିର ଆବଶ୍ୟକତା ରହି ନ ଥିଲା।

ଓସ୍କାର ଚିଟ୍‌ଫଣ୍ଡ୍‌ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ, ନିର୍ଦ୍ଦେଶକ ତାରା ହୋତା ଓ ଅବନୀ ପଟ୍ଟନାୟକଙ୍କ ସମେତ ମୋଟ ୫ ଅଭିଯୁକ୍ତଙ୍କୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ୨୫ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story