ଅକ୍ଟୋବର ୧୦ରୁ ରାଉରକେଲାରେ ହେବ ପାସପୋର୍ଟ କ୍ୟାମ୍ପ୍

ଭୁବନେଶ୍ୱର: ରାଉରକେଲାର ଏନଆଇଟି କ୍ୟାମ୍ପସର ଭୁବନେଶ୍ୱର ବେହେରା ଅଡିଟୋରିୟମରେ  ଆସନ୍ତା ଅକ୍ଟୋବର ୧୦ରୁ ଦୁଇଦିନିଆ ପାସପୋର୍ଟ ମେଳା ଆୟୋଜିତ ହେବ। ଏହାକୁ ଆୟୋଜିତ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ କତ୍ତୃପକ୍ଷ। ସକାଳ ୯ ଟାରୁ ଆରମ୍ଭ ହେବ ଏହି ମେଳା। ଏଥିରେ ଆବେଦନକାରୀମାନେ ଫ୍ରେସ/ନର୍ମାଲ ଓ ରିଇସ୍ୟୁ/ନର୍ମାଲ ଭାବେ ଆବେଦନ କରିପାରିବେ। ପାସପୋର୍ଟ ମେଳାରେ ଆବେଦନର ପ୍ରିଣ୍ଟଆଉଟ ସହ ଆବେଦନକାରୀମାନେ ଅରିଜିନାଲ କାଗଜପତ୍ର ସହ ଆସିବା ଦରକାର ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି। ପାସପୋର୍ଟ ମେଳା […]

PSK Bhubaneswar

PSK Bhubaneswar

Rakesh Mallick
  • Published: Tuesday, 29 September 2015
  • Updated: 30 September 2015, 02:42 AM IST

PSK Bhubaneswarଭୁବନେଶ୍ୱର: ରାଉରକେଲାର ଏନଆଇଟି କ୍ୟାମ୍ପସର ଭୁବନେଶ୍ୱର ବେହେରା ଅଡିଟୋରିୟମରେ  ଆସନ୍ତା ଅକ୍ଟୋବର ୧୦ରୁ ଦୁଇଦିନିଆ ପାସପୋର୍ଟ ମେଳା ଆୟୋଜିତ ହେବ। ଏହାକୁ ଆୟୋଜିତ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ କତ୍ତୃପକ୍ଷ। ସକାଳ ୯ ଟାରୁ ଆରମ୍ଭ ହେବ ଏହି ମେଳା। ଏଥିରେ ଆବେଦନକାରୀମାନେ ଫ୍ରେସ/ନର୍ମାଲ ଓ ରିଇସ୍ୟୁ/ନର୍ମାଲ ଭାବେ ଆବେଦନ କରିପାରିବେ। ପାସପୋର୍ଟ ମେଳାରେ ଆବେଦନର ପ୍ରିଣ୍ଟଆଉଟ ସହ ଆବେଦନକାରୀମାନେ ଅରିଜିନାଲ କାଗଜପତ୍ର ସହ ଆସିବା ଦରକାର ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପାସପୋର୍ଟ ମେଳା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ www.passportindia.gov.in ୱେବସାଇଟରେ ଉପଲବ୍ଧ ହୋଇଛି।ଏନେଇ ଆସନ୍ତା ୫ ତାରିଖ ଦିନ ୧୧ଟାରୁ ପାସପୋର୍ଟ କ୍ୟାମ୍ପ ନେଇ ଅନଲାଇନ ଆପଏଣ୍ଟମେଣ୍ଟ୍ ତାଲିକା ପ୍ରକାଶିତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପାସପୋର୍ଟ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story