‘ଆମେ ଖାଇବାକୁ ପାଉନାହୁଁ , ସରକାର ଆମକୁ ଉଦ୍ଧାର କର’

ଯାଜପୁର (ଗୁଲାମ ଗସ୍‌): ‘ଆମେ ଯାଜପୁରରୁ ସିକନ୍ଦରାବାଦ କାମ କରିବାକୁ ଆସିଥିଲୁ। କରୋନା ପାଇଁ କାମ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଆମ ପାଖରେ ଖାଇବାକୁ ନାହିଁ, ପଇସା ମଧ୍ୟ ନାହିଁ। ଆମକୁ କିଛି ସାହାଯ୍ୟ ସହଯୋଗ କରନ୍ତୁ ନ ହେଲେ ରାଜ୍ୟ ସରକାର ଆମକୁ ଏଠାରୁ ଉଦ୍ଧାର କରନ୍ତୁ।’ ଏକ ଭିଡିଓ ଜାରି କରି ଏଭଳି  ଆକୁଳ ନିବେଦନ କରିଛନ୍ତି ସିକନ୍ଦରାବାଦରେ ପଶି ରହିଥିବା କିଛି ଓଡ଼ିଆ ଶ୍ରମିକ । ଯାଜପୁର ଜିଲ୍ଲାର କିଛି ଓଡ଼ିଆ ଶ୍ରମିକ […]

labour

labour

Tapaswini Nayak
  • Published: Wednesday, 25 March 2020
  • Updated: 25 March 2020, 12:08 PM IST

ଯାଜପୁର (ଗୁଲାମ ଗସ୍‌): ‘ଆମେ ଯାଜପୁରରୁ ସିକନ୍ଦରାବାଦ କାମ କରିବାକୁ ଆସିଥିଲୁ। କରୋନା ପାଇଁ କାମ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଆମ ପାଖରେ ଖାଇବାକୁ ନାହିଁ, ପଇସା ମଧ୍ୟ ନାହିଁ। ଆମକୁ କିଛି ସାହାଯ୍ୟ ସହଯୋଗ କରନ୍ତୁ ନ ହେଲେ ରାଜ୍ୟ ସରକାର ଆମକୁ ଏଠାରୁ ଉଦ୍ଧାର କରନ୍ତୁ।’

ଏକ ଭିଡିଓ ଜାରି କରି ଏଭଳି  ଆକୁଳ ନିବେଦନ କରିଛନ୍ତି ସିକନ୍ଦରାବାଦରେ ପଶି ରହିଥିବା କିଛି ଓଡ଼ିଆ ଶ୍ରମିକ ।

ଯାଜପୁର ଜିଲ୍ଲାର କିଛି ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। କୋରନା ପାଇଁ ପୂରା ଦେଶ  ଲକ୍‌ଡାଉନ୍‌ ହୋଇଯାଇଥିବାରୁ କାମ ଧନ୍ଦା ଓ ଯାତାୟତ ପୂରା ଠପ୍‌ ହୋଇଯାଇଛି। କୌଣସି ଟ୍ରେନ୍ ଓ ବସ୍ ଚଳାଚଳ କରୁ ନାହିଁ। ଯାହାଫଳରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଏଭଳି ଅବସ୍ଥାରେ ସେମାନଙ୍କୁ ସେଠାରୁ ଉଧାର କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ସେମାନେ ଆକୁଳ ନିବେଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story