ବାଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ଛୁରୀଭୂଷି ହତ୍ୟା

ବାଙ୍ଗାଲୁରୁ: ବାଙ୍ଗାଲୁରୁରେ ଜଣେ ଓଡ଼ିଆ ଯୁବକଙ୍କୁ ବର୍ବରତାର ସହ ଛୁରୀଭୂଷି ହତ୍ୟା କରାଯାଇଛି। ମୃତକ ଜରଙ୍କ ହେଲେ ପ୍ରଣୟ ମିଶ୍ର। ସେ ଜଣେ ସଫ୍ଟୱେର ଇଂଜିନିୟର। ମୃତ ପ୍ରଣୟଙ୍କ ଘର ଭୁବନେଶ୍ୱରରେ। ପ୍ରଣୟ ନିଜ ବାନ୍ଧବୀଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ସାଉଥ ବାଙ୍ଗାଲୁର ଅଞ୍ଚଳରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ପେଟରେ ଛୁରୀ ଭୁଷିବା ସହ ଗଳାକାଟି ହତ୍ୟା କରିଛନ୍ତି। ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 07:12 PM IST

Sports

Latest News

ବାଙ୍ଗାଲୁରୁ: ବାଙ୍ଗାଲୁରୁରେ ଜଣେ ଓଡ଼ିଆ ଯୁବକଙ୍କୁ ବର୍ବରତାର ସହ ଛୁରୀଭୂଷି ହତ୍ୟା କରାଯାଇଛି। ମୃତକ ଜରଙ୍କ ହେଲେ ପ୍ରଣୟ ମିଶ୍ର। ସେ ଜଣେ ସଫ୍ଟୱେର ଇଂଜିନିୟର। ମୃତ ପ୍ରଣୟଙ୍କ ଘର ଭୁବନେଶ୍ୱରରେ।

ପ୍ରଣୟ ନିଜ ବାନ୍ଧବୀଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ସାଉଥ ବାଙ୍ଗାଲୁର ଅଞ୍ଚଳରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ପେଟରେ ଛୁରୀ ଭୁଷିବା ସହ ଗଳାକାଟି ହତ୍ୟା କରିଛନ୍ତି।

ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି। ତଦନ୍ତ ପାଇଁ ପୋଲିସ ୩ଟି ଟିମ୍ ଗଠନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos