ଆସନ୍ତାକାଲିଠୁ ବିଧାନସଭା: ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଜନିତ କଟକଣା ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ ୧୬ଟି ବିଲ୍ ଆଗତ କରିବେ ବୋଲି ଜଣାପଡ଼ିଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୬ଟି ବିଲ୍ ଗୃହରେ ଆଗତ ହେବ। ଏଥିରେ ୯ଟି ଅଧ୍ୟାଦେଶକୁ ବିଲ୍ ଆକାରରେ ଆଗତ କରାଯିବ ଓ ଅନ୍ୟ ୭ଟି ବିଲ ମଧ୍ୟ ଆସିବ। ମହାମାରୀ (ଓଡ଼ିଶା ସଂଶୋଧନ) […]

cfs

cfs

Hemant Lenka
  • Published: Monday, 28 September 2020
  • Updated: 28 September 2020, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଜନିତ କଟକଣା ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ ୧୬ଟି ବିଲ୍ ଆଗତ କରିବେ ବୋଲି ଜଣାପଡ଼ିଛି।

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୬ଟି ବିଲ୍ ଗୃହରେ ଆଗତ ହେବ। ଏଥିରେ ୯ଟି ଅଧ୍ୟାଦେଶକୁ ବିଲ୍ ଆକାରରେ ଆଗତ କରାଯିବ ଓ ଅନ୍ୟ ୭ଟି ବିଲ ମଧ୍ୟ ଆସିବ।

ମହାମାରୀ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦,ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡ(ସଂଶୋଧନ) ଅଧ୍ୟାଦେଶ-୨୦୨୦, କୋର୍ଟ ଫି(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦, ଓଡ଼ିଶା ମ୍ୟୁନିସପାଲ ଲ’(ସଂଶୋଧନ) ଅଧ୍ୟାଦେଶ-୨୦୨୦, ଜିଏସଟି (ସଂଶୋଧନ) ଅଧ୍ୟାଦେଶ-୨୦୨୦, ଓଡ଼ିଶା କୃଷି ଉତ୍ପାଦ ଓ ପଶୁସମ୍ପଦ ଚାଷ ଓ ସେବା(ପ୍ରୋତ୍ସାହନ ଓ ସୁବିଧା) ଅଧ୍ୟାଦେଶ-୨୦୨୦, ଓଡ଼ିଶା ଏଗ୍ରିକଲଚାରାଲ ପ୍ରଡ୍ୟୁସ ଆଣ୍ଡ ଲାଇଭଷ୍ଟକ ମାର୍କେଟିଂ(ପ୍ରୋମୋସନ ଓ ଫେସିଲିସେନ) ଅଧ୍ୟାଦେଶ-୨୦୨୦, ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍‌(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୦ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧ୍ୟାଦେଶ-୨୦୨୦ ଭଳି ୯ଟି ଅଧ୍ୟାଦେଶକୁ ରାଜ୍ୟ ସରକାର ବିଲ୍ ଆକାରରେ ବିଧାନସଭାରେ ଆଗତ କରିବାକୁ ଥିବାବେଳେ ଅନ୍ୟ ୭ଟି ବିଲ୍ ଯଥା ଓଡ଼ିଶା ମାରିଟାଇମ୍ ବୋର୍ଡ ବିଲ୍‌, ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌, ଓଡ଼ିଶା ସୋସାଇଟି ରେଜିଷ୍ଟ୍ରେସନ ସଂଶୋଧନ ବିଲ୍‌, ଓଡ଼ିଶା ପବ୍ଲିକ ଲାଇବ୍ରେରୀ ସଂଶୋଧନ ବିଲ୍ , ଇଡକୋ ସଂଶୋଧନ ବିଲ୍ , ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ଓ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ୍ ସଂଶୋଧନ ବିଲ୍ ବିଧାନସଭାରେ ଆଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହି ଅଧିବେଶନ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଦୈନିକ ସାଢ଼େ ୪ଘଣ୍ଟା ଅଧିବେଶନ ବସିବ। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। ଏହି ୮ଦିନିଆ ଅଧିବେଶନରେ କେବଳ ଅକ୍ଟୋବର ୬ତାରିଖଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଆବଣ୍ଟନ କରାଯାଇଥିବାବେଳେ ଅନ୍ୟ ସମସ୍ତ ୭ଦିନ ଅଫିସିଆଲ ବିଜିନେସ୍ ରହିବ।

ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ ନାହିଁ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଧାୟକଙ୍କ ବସିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story