ସୋମବାର ଯାଏଁ ବିଧାନସଭା ବନ୍ଦ: ହଟ୍ଟଗୋଳ ନୁହେଁ,ଏଇ କାରଣରୁ

ଭୁବନେଶ୍ୱର: ବିଧାୟକମାନେ ରାଜନୀତି କରିବା ସହ ସେମାନେ ଖେଳପ୍ରେମୀ ମଧ୍ୟ ହୋଇଥାନ୍ତି। ସେମାନ ମଧ୍ୟରୁ କେତେଜଣ କ୍ରିକେଟ ପ୍ରେମୀ ହୋଇଥିବା ବେଳେ କେତେକ ହକି ପ୍ରେମୀ ହୋଇଥାନ୍ତି।  ଆଜି ଏହାର ସ୍ପଷ୍ଟ ପ୍ରମାଣ ମିଳିଛି।  ରାଜଧାନୀରେ ଆଜି ଆରମ୍ଭ ହେବାକୁ ଥିବା ହକି ୱାଲ୍ଡ ଲିଗର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ  ଉଭୟ ଦଳର ବିଧାୟକମାନେ ଗୃହରେ ଦାବି କରିଥିଲେ। ଫଳରେ ବାଚସ୍ପତି  ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ହକି ୱାଲ୍ଡ ଲିଗ୍ ପାଇଁ ସୋମବାର […]

nn

nn

Rakesh Mallick
  • Published: Friday, 01 December 2017
  • Updated: 01 December 2017, 02:44 PM IST

Sports

Latest News

ଭୁବନେଶ୍ୱର: ବିଧାୟକମାନେ ରାଜନୀତି କରିବା ସହ ସେମାନେ ଖେଳପ୍ରେମୀ ମଧ୍ୟ ହୋଇଥାନ୍ତି। ସେମାନ ମଧ୍ୟରୁ କେତେଜଣ କ୍ରିକେଟ ପ୍ରେମୀ ହୋଇଥିବା ବେଳେ କେତେକ ହକି ପ୍ରେମୀ ହୋଇଥାନ୍ତି।  ଆଜି ଏହାର ସ୍ପଷ୍ଟ ପ୍ରମାଣ ମିଳିଛି।  ରାଜଧାନୀରେ ଆଜି ଆରମ୍ଭ ହେବାକୁ ଥିବା ହକି ୱାଲ୍ଡ ଲିଗର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ  ଉଭୟ ଦଳର ବିଧାୟକମାନେ ଗୃହରେ ଦାବି କରିଥିଲେ। ଫଳରେ ବାଚସ୍ପତି  ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ହକି ୱାଲ୍ଡ ଲିଗ୍ ପାଇଁ ସୋମବାର ପର୍ଯ୍ୟନ୍ତ ଗୁହକୁ ମୁଲତବି କରାଯାଇଛି।  ଆଜି ଗୃହକୁ ମୁଲତବି କରିବା ପାଇଁ  କଂଗ୍ରେସ ଓ ବିଜେଡି ବିଧାୟକମାନେ ଦାବି କରିଥିଲେ।  କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି ମୁଲତବି ପାଇଁ ଦାବି କରିଥିଲେ।  ସେହିପରି ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମଧ୍ୟ ମୁଲତବି ପାଇଁ ଦାବି କରିଥିଲେ। ଗୃହର ସଦସ୍ୟମାନଙ୍କ ଦାବିକୁ ଦେଖି ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos