ଆଗୁଆ ସରିଗଲା

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନକୁ କାଣ୍ଟଛାଣ୍ଟ କରାଯାଇଛି। ଆହୁରି ୧୩ଟି କାର୍ଯ୍ୟ ଦିବସ ଥିବା ବେଳେ ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର୨ ୮ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ। ଏହା ଡିସେମ୍ବର ୩୦ରେ ସରି ଥାଆନ୍ତା। ଏହି ଅଧିବେଶନରେ ୫ଟି ବିଲ୍ ପାରିତ ହୋଇଛି। ୩ଟି ମୋସନ ଉପରେ ଆଲୋଚନା ହୋଇଥିବା ବେଳେ ଦୁଇଟି ସଂକଳ୍ପ ପାରିତ ହୋଇଛି। ବିରୋଧୀମାନେ ୫ଟି ମୁଲତବି ନୋଟିସ୍ ଦେଇଥିବା ବେଳେ […]

assembly

assembly

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 09:22 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନକୁ କାଣ୍ଟଛାଣ୍ଟ କରାଯାଇଛି। ଆହୁରି ୧୩ଟି କାର୍ଯ୍ୟ ଦିବସ ଥିବା ବେଳେ ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର୨ ୮ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ।

ଏହା ଡିସେମ୍ବର ୩୦ରେ ସରି ଥାଆନ୍ତା। ଏହି ଅଧିବେଶନରେ ୫ଟି ବିଲ୍ ପାରିତ ହୋଇଛି। ୩ଟି ମୋସନ ଉପରେ ଆଲୋଚନା ହୋଇଥିବା ବେଳେ ଦୁଇଟି ସଂକଳ୍ପ ପାରିତ ହୋଇଛି। ବିରୋଧୀମାନେ ୫ଟି ମୁଲତବି ନୋଟିସ୍ ଦେଇଥିବା ବେଳେ କେବଳ ଚାଷୀ ସମସ୍ୟାକୁ ନେଇ ଗୋଟିଏ ମୁଲତବି ନୋଟିସ୍‌ ଉପରେ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story