ପଞ୍ଚାୟତ ନିର୍ବାଚନ: ଓଡ଼ିଶାବାସୀଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲେ ମୋଦି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସମର୍ଥନ ମିଳିଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେଇଥିବା ଆଜି ବିଜେପି ରାଷ୍ଟ୍ରୀୟ ଶାଖା ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଟ୍ୱିଟରେ ବିଜେପିକୁ ଅବିଶ୍ୱାସନୀୟ ସମର୍ଥନ କରିଥିବାରୁ ମୋଦି ଧନ୍ୟବାଦ ଜଣାଇଛନ୍ତି।