ଓଡିଶା ବଜାରରେ ବୁଲୁଛି ଅନେକ ବେନାମୀ କମ୍ପାନିର ନକଲି ଔଷଧ: ୟୁଡିସିଏ

ଭୁବନେଶ୍ୱର: ଓଡିଶା ବଜାରରେ ବୁଲୁଛି ଅନେକ ବେନାମୀ କମ୍ପାନିର ନକଲି ଔଷଧ। ରାଜ୍ୟ ବାହାରର କମ୍ପାନି ବେଆଇନ ଭାବେ ଏଭଳି କାରବାର କରୁଥିବା ସନ୍ଦେହ କରୁଛି ରାଜ୍ୟ ଡ୍ରଗଷ୍ଟି ଓ କେମିଷ୍ଟ ଆସୋସିଏସନ(ୟୁଡିସିଏ)। ହିମାଚଳ ପ୍ରଦେଶର ବେନାମୀ କମ୍ପାନି ଅଭୟ ହେଲଥ କେୟାରର ନକଲି ଔଷଧ ସଂପର୍କରେ ଜଣାପଡିବା ପରେ ଏହି ସନ୍ଦେହ ଘନୀଭୂତ ହୋଇଛି। ସେହିପରି ଏଭଳି ଔଷଧ କାରବାରରେ ସଂପୃକ୍ତ କିଛି ଅସାଧୁ ବ୍ୟବସାୟୀଙ୍କ ସଂପର୍କରେ ସୁରାକ ମଧ୍ୟ ମିଳିଛି ବୋଲି ଉତ୍କଳ କେମିଷ୍ଟ […]

midicine

midicine

Rakesh Mallick
  • Published: Wednesday, 11 November 2015
  • Updated: 11 November 2015, 02:31 PM IST

Sports

Latest News

ଭୁବନେଶ୍ୱର: ଓଡିଶା ବଜାରରେ ବୁଲୁଛି ଅନେକ ବେନାମୀ କମ୍ପାନିର ନକଲି ଔଷଧ। ରାଜ୍ୟ ବାହାରର କମ୍ପାନି ବେଆଇନ ଭାବେ ଏଭଳି କାରବାର କରୁଥିବା ସନ୍ଦେହ କରୁଛି ରାଜ୍ୟ ଡ୍ରଗଷ୍ଟି ଓ କେମିଷ୍ଟ ଆସୋସିଏସନ(ୟୁଡିସିଏ)। ହିମାଚଳ ପ୍ରଦେଶର ବେନାମୀ କମ୍ପାନି ଅଭୟ ହେଲଥ କେୟାରର ନକଲି ଔଷଧ ସଂପର୍କରେ ଜଣାପଡିବା ପରେ ଏହି ସନ୍ଦେହ ଘନୀଭୂତ ହୋଇଛି। ସେହିପରି ଏଭଳି ଔଷଧ କାରବାରରେ ସଂପୃକ୍ତ କିଛି ଅସାଧୁ ବ୍ୟବସାୟୀଙ୍କ ସଂପର୍କରେ ସୁରାକ ମଧ୍ୟ ମିଳିଛି ବୋଲି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ଚୌଧୁରୀ ପ୍ରବୀର ଦାସ କହିଛନ୍ତି। ବୁଧବାର ହସ୍ତଗତ ହୋଇଥିବା ଫ୍ଲେମ୍ ନାମକ ଏକ ଟାବଲେଟରୁ ଏହା ଜଣାପଡିଛି। ଏହାର ଉତ୍ପାଦନ ତାରିଖ ରହିଛି ୨୦୧୬ ଏପ୍ରିଲ ମାସ। ତେବେ ଏହି ମେଡିସିନ ଓଡିଶା ବଜାରକୁ ଆସି ନ ଥିବା ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି। ଅନ୍ୟ କମ୍ପାନିର ନକଲି ଔଷଧ ନେଇ ନିର୍ଦ୍ଦେଶାଳୟ ନିକଟରେ କିଛି ଖବର ନ ଥିବା କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ହୃଷିକେଶ ମହାପାତ୍ର।

ଅନ୍ୟପକ୍ଷରେ ବଜାରରେ ବିକ୍ରି ହେଉଥିବା ନକଲି ଔଷଧ ପ୍ରତ୍ୟାହର ପାଇଁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛି। ଆସୋସିଏନ ଅଧୀନରେ ୧୮ ହଜାର ମେଡିସିନ ଷ୍ଟୋର ରହିଛି। ଡଗ୍ରସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ପୁରୀ ପରେ କେନ୍ଦ୍ରାପଡାରୁ ମଧ୍ୟ କିଛି ନକଲି ଔଷଧ ମଧ୍ୟ ଜବତ ହୋଇଛି। ରାଜ୍ୟର ୬ ଟି ଜିଲ୍ଲା ବ୍ୟତୀତ ଅନ୍ୟ କେଉଁଠି ନକଲି ଔଷଧ ବିକ୍ରି ହେଉଛି କି ନାହିଁ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ରାଜ୍ୟରେ ଯେକୌଣସି କମ୍ପାନି ନିମ୍ନମାନର ଔଷଧ ଯୋଗାଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେନେଇ ଆଲୋଚନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story