ଓଡ଼ିଶା ଭବନକୁ ନେଇ ଧର୍ମେନ୍ଦ୍ର-ନବୀନ କଳି: ସିଏ କହିଲେ କ୍ୟାଣ୍ଟିନ୍‌ ଖୋଲ, ଇଏ କହିଲେ ପେଟ୍ରୋଲ ପମ୍ପ ହଟାଅ

ଭୁବନେଶ୍ୱର: ଓଡ଼ିଶା ଭବନ କ୍ୟାଣ୍ଟିନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି। କ୍ୟାଣ୍ଟିନ୍‌ ଖୋଲିବା ପାଇଁ ଧର୍ମେନ୍ଦ୍ର ପ୍ରଥମେ ଚିଠିରେ ଲେଖିଲେ। ଏହାର ଜବାବରେ ପେଟ୍ରୋଲ ପମ୍ପ ମାଡ଼ି ବସିଥିବା ଜାଗା ଓଡ଼ିଶାକୁ ଫେରାଅ ବୋଲି ନବୀନ ଦାବି କରିଥିଲେ। ନୂଆଦିଲ୍ଲୀର ଓଡିଶା ଭବନ ଜାଗାରେ ରହିଛି ଇଣ୍ଡିଆନ ଅଏଲର ପେଟ୍ରୋଲ ପମ୍ପ। ଏହି ପମ୍ପକୁ ନେଇ ଏବେ  ସୃଷ୍ଟି ହୋଇଛି ନୂଆ କେଁ। ଏପ୍ରିଲ ୨୪ରେ ଧର୍ମେନ୍ଦ୍ର […]

Minor-Fire-at-Odisha-Bhawan-New-Delhi

Minor-Fire-at-Odisha-Bhawan-New-Delhi

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 09:29 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଭବନ କ୍ୟାଣ୍ଟିନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି। କ୍ୟାଣ୍ଟିନ୍‌ ଖୋଲିବା ପାଇଁ ଧର୍ମେନ୍ଦ୍ର ପ୍ରଥମେ ଚିଠିରେ ଲେଖିଲେ। ଏହାର ଜବାବରେ ପେଟ୍ରୋଲ ପମ୍ପ ମାଡ଼ି ବସିଥିବା ଜାଗା ଓଡ଼ିଶାକୁ ଫେରାଅ ବୋଲି ନବୀନ ଦାବି କରିଥିଲେ।

ନୂଆଦିଲ୍ଲୀର ଓଡିଶା ଭବନ ଜାଗାରେ ରହିଛି ଇଣ୍ଡିଆନ ଅଏଲର ପେଟ୍ରୋଲ ପମ୍ପ। ଏହି ପମ୍ପକୁ ନେଇ ଏବେ  ସୃଷ୍ଟି ହୋଇଛି ନୂଆ କେଁ। ଏପ୍ରିଲ ୨୪ରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଏକ ଚିଠି ଲେଖିଥିଲେ। ଓଡିଶା ଭବନରେ କ୍ୟାଣ୍ଟିନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେବା ଦୁର୍ଭାଗ୍ୟଜନକ, ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। ଏହାର ଜବାବ ଦେଲେ ରାଜ୍ୟ ସରକାର।

ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି, ଓଡିଶା ଭବନ ଜାଗାରେ ଇଣ୍ଡିଆନ ଅଏଲର ପେଟ୍ରୋଲ ପମ୍ପ ଠିଆ ହୋଇଛି। ଏ ଜାଗାକୁ ଓଡିଶା ଖାତାକୁ ଫେରାଅ। ନବୀନ ମାରିଥିବା ପାଲଟା ବାଣରେ ତୁଣ୍ଡ ବନ୍ଦ ରଖିଛନ୍ତି ଧର୍ମେନ୍ଦ୍ର। ବିଜେପି କହୁଛି ୧୯୬୬ ମସିହାରୁ ଏହି ସ୍ଥାନରେ ପେଟ୍ରୋଲ ପମ୍ପ ଚାଲିଛି। ଏବେ ରାଜନୀତି କରିବାକୁ ନବୀନ ଏମିତି  ଚିଠି ଲେଖିଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଏହି କଳି ଭିତରେ ବିଜେଡି କିନ୍ତୁ ହକ୍‌ର କଥା ଉଠାଇଛି। ଅନ୍ୟ ରାଜ୍ୟକୁ ଅଧିକ ଜାଗା ଦେଇ ଓଡ଼ିଶା ଜାଗାକୁ ନେଇଯିବାର ପ୍ରତିବାଦ କରିଛି ବିଜେଡି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଆମ ଜାଗାକୁ ପେଟ୍ରୋଲ ପମ୍ପ ମାଡ଼ି ବସିଛି। ସେହି ଜାଗା ଫେରିପାଇବା ପାଇଁ ଆମେ ଚାହୁଁଛୁ। ବର୍ତ୍ତମାନ ଯେହେତୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରବାବୁ ଅଛନ୍ତି ଆମେ ସେହି ଦାବି କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story