୩ ବର୍ଷ ପୂର୍ତ୍ତି ରାଜନୀତି: ୨୬ରୁ ବିଜେପି ଓ ୨୧ରୁ ବିଜେଡି କରିବ ସମାରୋହ

ଭୁବନେଶ୍ୱର: ବିଜେପି ପାଳିବ ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ ହେବ ସମାବେଶ, ସମ୍ମିଳନୀ ଓ ଶୋଭାଯାତ୍ରା। ୩ ବର୍ଷ ପୂର୍ତ୍ତି ସମାରୋହରେ ୧୨ ଜଣ କେନ୍ଦ୍ରମନ୍ତ୍ରୀ ଓ କିଛି ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନେ ଲୋକଙ୍କ ପାଖରେ କେନ୍ଦ୍ରର ସଫଳତାର ଗାଥା ଗାଇବେ। ଏହାଛଡ଼ା ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ମଧ୍ୟ ଲୋକଙ୍କ ପାଖରେ ଥୋଇବେ। ମେ ୨୬ରୁ ଜୁନ ୧୫ ପର୍ଯ୍ୟନ୍ତ ଏହି ୩ ବର୍ଷ ପୂର୍ତ୍ତି […]

BJD-BJP

BJD-BJP

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 08:47 PM IST

ଭୁବନେଶ୍ୱର: ବିଜେପି ପାଳିବ ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ ହେବ ସମାବେଶ, ସମ୍ମିଳନୀ ଓ ଶୋଭାଯାତ୍ରା। ୩ ବର୍ଷ ପୂର୍ତ୍ତି ସମାରୋହରେ ୧୨ ଜଣ କେନ୍ଦ୍ରମନ୍ତ୍ରୀ ଓ କିଛି ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନେ ଲୋକଙ୍କ ପାଖରେ କେନ୍ଦ୍ରର ସଫଳତାର ଗାଥା ଗାଇବେ। ଏହାଛଡ଼ା ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ମଧ୍ୟ ଲୋକଙ୍କ ପାଖରେ ଥୋଇବେ।

ମେ ୨୬ରୁ ଜୁନ ୧୫ ପର୍ଯ୍ୟନ୍ତ ଏହି ୩ ବର୍ଷ ପୂର୍ତ୍ତି ସମାରୋହ ପାଳନ କରାଯିବ। ଏଥିପାଇଁ ହେବ ରୋଡ୍ ସୋ ଓ ଶୋଭାଯାତ୍ରା। କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ପାଇଁ ପ୍ରଭାରୀ ଅରୁଣ ସିଂ ଓଡ଼ିଶାରେ ପହଞ୍ଚି ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।

ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତ,“ମୋଦି ସରକାରଙ୍କ ୩ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଆସିବେ। ସେମାନେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ। ଏହି ସମୟରେ ଯୁବ, ମହିଳା ଓ ଆଦିବାସୀ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ଅଛି।”

ମେ’ ୨୧ରେ ରାଜ୍ୟ ସରକାର ମଧ୍ୟ ପାଳିବେ ୪ର୍ଥ ପାଳିର ତିନିବର୍ଷ ପୂର୍ତ୍ତି। ମମତା, ଆହାର ଓ ନିରାମୟ ପରି ରାଜ୍ୟ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନାର ସଫଳତାର ତଥ୍ୟ ରଖି ମୋଦି ସରକାରଙ୍କୁ କାଉଣ୍ଟର କରିବ ବିଜେଡି। ବନ୍ଦ  ହୋଇଥିବା କେନ୍ଦ୍ରୀୟ ଯୋଜନା କଥା ଉଠାଇ ପୁଣି ଅବହେଳାର ଅଭିଯୋଗ ବି  ରଖିବ ବିଜେଡି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତ,“କେନ୍ଦ୍ର ସରକାର ପୂର୍ବରୁ ଚାଲୁଥିବା ଯୋଜନା ଗୁଡ଼ିକୁ ଧୀରେ ଧୀରେ ବନ୍ଦ କରି ଦେଲେଣି। ଭୋଟ୍‌ ଆଗରୁ ପଛୁଆ ଅଞ୍ଚଳର ବିକାଶ କଥା କହୁଥିଲେ, ଏବେ ଭୁଲି ଗଲେଣି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story