ଓଡ଼ିଶା ବିଜେପିର ନୂଆ ଫଣ୍ଡା; ସୋସିଆଲ ମିଡିଆ ବ୍ୟବହାର କରି ଲୋକଙ୍କ ପାଖକୁ ଯାଅ

ଭୁବନେଶ୍ୱର: ଲୋକଙ୍କ ପାଖକୁ ଯିବାକୁ ବିଜେପିର ନୂଆ ଫଣ୍ଡା। ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କ ପାଖରେ କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତା କଥା ପହଞ୍ଚାଇବେ ଦଳର ୟୁଥ୍ ଆମ୍ବାସଡର। ଆଜି ଏ ନେଇ ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ୟୁଥ୍‌ ଆମ୍ବାସଡର ମିଟ୍‌ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ନେତାମାନଙ୍କୁ ମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋବାଇଲରେ ମୋଦି ଆପ୍ ଡାଉନଲୋଡ କରି କେନ୍ଦ୍ରର ଯୋଜନା ସଂପର୍କରେ ନିଜେ ଜାଣିବା ସହ ସବୁ […]

bjp

bjp

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 05:02 PM IST

Sports

Latest News

ଭୁବନେଶ୍ୱର: ଲୋକଙ୍କ ପାଖକୁ ଯିବାକୁ ବିଜେପିର ନୂଆ ଫଣ୍ଡା। ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କ ପାଖରେ କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତା କଥା ପହଞ୍ଚାଇବେ ଦଳର ୟୁଥ୍ ଆମ୍ବାସଡର। ଆଜି ଏ ନେଇ ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ୟୁଥ୍‌ ଆମ୍ବାସଡର ମିଟ୍‌ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ନେତାମାନଙ୍କୁ ମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୋବାଇଲରେ ମୋଦି ଆପ୍ ଡାଉନଲୋଡ କରି କେନ୍ଦ୍ରର ଯୋଜନା ସଂପର୍କରେ ନିଜେ ଜାଣିବା ସହ ସବୁ ପରିବାର ପାଖରେ ଏହାକୁ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହା ସହ ରାଜ୍ୟ ସରକାରଙ୍କ ଦୁର୍ନୀତି, ଚଞ୍ଚକତା ଓ ପାତର ଅନ୍ତର କଥା ବି ଲୋକଙ୍କ ପହଞ୍ଚାଇବେ ଏହି ୟୁଥ ଆମ୍ବାସଡର। ଏମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମାଲୋଚନାକୁ ସ୍ୱୀକାର କରି ସରକାର ଭୂଲ ସୁଧାରିବା ପରିବର୍ତ୍ତେ ନାଲିଆଖି ଦେଖାଇ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story