ସଚିନ୍‌ଙ୍କ ଫିଲ୍ମରେ ଓଡିଆ ପୁଅ: ଆସନ୍ତୁ ଭେଟିବା ପରଦା ପଛର ପିୟୁଷଙ୍କୁ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ରିଲଜ୍‌ ହେବାକୁ ଯାଉଛି ମହାନ କ୍ରିକେଟରଙ୍କ ଜୀବନୀ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଫିଲ୍ମ ‘ସଚିନ୍‌ ଏ ବିଲିୟନ ଡ୍ରିମ୍ସ୍’। ଆଉ ଏହି ଫିଲ୍ମ ମାଧ୍ୟମରେ ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛନ୍ତି ଓଡିଆ ପୁଅ ପିୟୁଷ ପୁଟ୍ଟୀ। ସେ ଏହି ଫିଲ୍ମରେ ସେକେଣ୍ଡ ୟୁନିଟ୍‌, ଡାଇରେକ୍ଟର ଅଫ୍ ଫଟୋଗ୍ରାଫି ଭାବେ କାମ କରିଛନ୍ତି। ଏହାସହ ତାଙ୍କୁ ଏହି ଫିଲ୍ମ ପାଇଁ କ୍ୟାମେରା ଓ ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ଦାୟିତ୍ୱ […]

piyush-0

piyush-0

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 09:25 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ରିଲଜ୍‌ ହେବାକୁ ଯାଉଛି ମହାନ କ୍ରିକେଟରଙ୍କ ଜୀବନୀ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଫିଲ୍ମ ‘ସଚିନ୍‌ ଏ ବିଲିୟନ ଡ୍ରିମ୍ସ୍’। ଆଉ ଏହି ଫିଲ୍ମ ମାଧ୍ୟମରେ ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛନ୍ତି ଓଡିଆ ପୁଅ ପିୟୁଷ ପୁଟ୍ଟୀ। ସେ ଏହି ଫିଲ୍ମରେ ସେକେଣ୍ଡ ୟୁନିଟ୍‌, ଡାଇରେକ୍ଟର ଅଫ୍ ଫଟୋଗ୍ରାଫି ଭାବେ କାମ କରିଛନ୍ତି। ଏହାସହ ତାଙ୍କୁ ଏହି ଫିଲ୍ମ ପାଇଁ କ୍ୟାମେରା ଓ ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ପିୟୁଷ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ତାଙ୍କ ସ୍କୁଲ୍‌ ପାଠପଢା ଶେଷ କରି ବିଜେବି କଲେଜରେ ଗ୍ରାଜୁଏସନ ପାଶ୍‌ କରିଥିଲେ। ଏହାପରେ ସେ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସିନେମାଟୋଗ୍ରାଫିରେ ପାଠ ପଢିଥିଲେ।

ଏପର୍ଯ୍ୟନ୍ତ ପିୟୁଷ ୫୦ରୁ ଉର୍ଦ୍ଧ ବିଜ୍ଞାପନ ଫିଲ୍ମରେ କାମ କରିବା ସହ କେତେକ ହିନ୍ଦି ସିନେମାରେ ମଧ୍ୟ କାମ କରିସାରିଛନ୍ତି। ହେଲେ ସଚିନଙ୍କ ସହ କାମ କରିବା ପରେ ତାଙ୍କ ସ୍ୱପ୍ନ ପୂରଣ ହୋଇଥିବା ସେ କହିଛନ୍ତି। ସଚିନ ତେନ୍ଦୁଲକରଙ୍କ ଜୀବନୀ ଉପରେ ଏହି ଫିଲ୍ମ ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story