କୋଟିଆ ବିବାଦ: ଆନ୍ଧ୍ରକୁ ଚେକ୍‌ ଦେଲା ଓଡ଼ିଶା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଭାଷାଭିତ୍ତିରେ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ଆନ୍ଧ୍ର ଚଳାଇଥିବା ଗୁପ୍ତ ଯୋଜନାରେ ଚେକ୍ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଉଦ୍ୟମ । ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆ ଗ୍ରାମପୁଞ୍ଜରେ ତେଲୁଗୁ ସାଇନବୋର୍ଡ ମରାଯିବା ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ଓଡ଼ିଆ ଭାଷାରେ ଲିଖିତ ଫଳକ ସବୁ ମାରିଛି ।  ବୋର୍ଡରେ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆକୁ  ସ୍ୱାଗତ ବୋଲି ଲେଖାଯିବା ସହ ଗାଁଗୁଡ଼ିକର ନାଁ ଲେଖାଯାଇଛି ଓଡ଼ିଆରେ । […]

odia signboard in kotia

odia signboard in kotia

Niharika Rout
  • Published: Saturday, 14 August 2021
  • Updated: 14 August 2021, 09:10 AM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଭାଷାଭିତ୍ତିରେ କୋଟିଆ ଗ୍ରାମପୁଞ୍ଜକୁ ଦଖଲ କରିବାକୁ ଆନ୍ଧ୍ର ଚଳାଇଥିବା ଗୁପ୍ତ ଯୋଜନାରେ ଚେକ୍ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଉଦ୍ୟମ । ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆ ଗ୍ରାମପୁଞ୍ଜରେ ତେଲୁଗୁ ସାଇନବୋର୍ଡ ମରାଯିବା ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ଓଡ଼ିଆ ଭାଷାରେ ଲିଖିତ ଫଳକ ସବୁ ମାରିଛି ।  ବୋର୍ଡରେ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆକୁ  ସ୍ୱାଗତ ବୋଲି ଲେଖାଯିବା ସହ ଗାଁଗୁଡ଼ିକର ନାଁ ଲେଖାଯାଇଛି ଓଡ଼ିଆରେ ।

ବିଶେଷ କରି ନେରେଡିବାଲ୍ସା ଏବଂ ତାଡିବାଲ୍ସା ଗାଁରେ ଓଡ଼ିଆ ବୋର୍ଡ ଲଗାଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଫଳରେ ଅଗଷ୍ଟ ୧୫ ପୂର୍ବରୁ ତେଲୁଗୁ ବୋର୍ଡ ମାରିବା ପାଇଁ ଯୋଜନା ରଖିଥିବା ଆନ୍ଧ୍ରର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି ହୋଇଛି ।

ଗତ କିଛିଦିନ ତଳେ ଆନ୍ଧ୍ରପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଜନସତ୍ତାର ରାଜ୍ୟ ସଭାପତି କୋଟିଆ ଗସ୍ତ କରି ସବୁ ଗାଁରେ ତେଲୁଗୁ ଫଳକ ଲଗାଇବା ପାଇଁ ଆନ୍ଧ୍ର ସରକାର ପାଖରେ ଦାବି ଉଠାଇଥିଲେ । ଏହାକୁ ନେଇ ଓଡିଶାର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା । ଏପରିକି କଂଗ୍ରେସ, ବିଜେପି ଏବଂ ବିଜେଡି ପକ୍ଷରୁ ଏକପ୍ରକାର ଯୁଦ୍ଧ ଦେହିଂ ଡାକରା ଦିଆଯାଇଥିଲା । ଆନ୍ଧ୍ରର ଭାଷାଭିତ୍ତିକ ବିଭାଜନ ଷଡ଼ଯନ୍ତ୍ର ବିରୋଧରେ  ଏବେ ଅପେକ୍ଷା ଆଗକୁ କି ପଦକ୍ଷେପ ନେଉଛି ପଡୋଶୀ ଆନ୍ଧ୍ର  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story