ଖତ ଖାଉଛି ଚିଟ୍‌ଫଣ୍ଡ ସଂସ୍ଥାର ଦାମୀ ଗାଡ଼ି; କେବେ ହେବ ନିଲାମ?

ଭୁବନେଶ୍ୱର: ଖତ ଖାଉଛି ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରୁ ଜବତ ହୋଇଥିବା କୋଟିକୋଟି ଟଙ୍କାର ମୂଲ୍ୟବାନ ଗାଡ଼ି। ଦିନେ ଯେଉଁ ଗାଡ଼ି ଚଢ଼ି ମାଲିକମାନେ ଅଏସ୍ କରୁଥିଲେ ଆଜି ସେସବୁ ପଡ଼ି ନଷ୍ଟ ହେବାକୁ ବସିଲାଣି। ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡର ମାଲିକ ପ୍ରଦୀପ ସେଠୀ। ସେ ଇଣ୍ଟ୍ରୁଡର୍ ଗାଡ଼ି ଚଢ଼ୁଥିଲେ। ଯାହାର ଦାମ୍ ୨୫ ଲକ୍ଷରୁ ଅଧିକ ହେବ। ସେହି ଗାଡ଼ି ଏବେ ଅଳିଆଗଦା ନିକଟରେ ପଡ଼ି ପଡ଼ି ଖତ ଖାଉଛି। କେବଳ ଏହି ଗାଡ଼ି ନୁହେଁ, ବିଭିନ୍ନ ଚିଟ୍‌ଫଣ୍ଡ […]

chitfund bike

chitfund bike

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 08:40 PM IST

Sports

Latest News

ଭୁବନେଶ୍ୱର: ଖତ ଖାଉଛି ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରୁ ଜବତ ହୋଇଥିବା କୋଟିକୋଟି ଟଙ୍କାର ମୂଲ୍ୟବାନ ଗାଡ଼ି। ଦିନେ ଯେଉଁ ଗାଡ଼ି ଚଢ଼ି ମାଲିକମାନେ ଅଏସ୍ କରୁଥିଲେ ଆଜି ସେସବୁ ପଡ଼ି ନଷ୍ଟ ହେବାକୁ ବସିଲାଣି।

ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡର ମାଲିକ ପ୍ରଦୀପ ସେଠୀ। ସେ ଇଣ୍ଟ୍ରୁଡର୍ ଗାଡ଼ି ଚଢ଼ୁଥିଲେ। ଯାହାର ଦାମ୍ ୨୫ ଲକ୍ଷରୁ ଅଧିକ ହେବ। ସେହି ଗାଡ଼ି ଏବେ ଅଳିଆଗଦା ନିକଟରେ ପଡ଼ି ପଡ଼ି ଖତ ଖାଉଛି। କେବଳ ଏହି ଗାଡ଼ି ନୁହେଁ, ବିଭିନ୍ନ ଚିଟ୍‌ଫଣ୍ଡ ମାମଲାରେ ଜବତ ମର୍ସିଡିଜ୍, ବିଏମଡବ୍ଲୁ, ଲ୍ୟାଣ୍ଡରୋଭର୍ ଭଳି କୋଟିକୋଟି ଟଙ୍କାର ଗାଡ଼ିର ଅବସ୍ଥା ମଧ୍ୟ ସୋଚନୀୟ। ଏସବୁ ଗାଡ଼ି ଦିନେ ଥିଲା ଆସ୍ଥା ଚିଟ୍‌ଫଣ୍ଡ ମାଲିକ ଶୁଭ୍ରାଂଶୁ ଲେଙ୍କା ଓ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଆଭିଜାତ୍ୟର ପ୍ରତୀକ।

୨୦୧୨ଠାରୁ ଏ ସବୁ ଦାମୀ ଗାଡ଼ି ବିଭିନ୍ନ ଚିଟଫଣ୍ଡ ମାଲିକଙ୍କ ନିକଟରୁ ଜବତ ହୋଇଥିଲା। ପ୍ରଶ୍ନ ଉଠୁଛି ଜମାକାରୀଙ୍କ ଝାଳବୁହା ଟଙ୍କାରେ କିଣାଯାଇଥିବା ଏସବୁ ଗାଡ଼ି ଏମିତି ପଡ଼ି ପଡ଼ି ଖତ ଖାଇବା କେତେଦୂର ଯଥାର୍ଥ? ଚିଟ୍‌ଫଣ୍ଡ ମାମଲା ଗୁଡ଼ିକର ବିଚାର ଚାଲିଥିବାରୁ ନିଲାମ୍ ପର୍ଯ୍ୟନ୍ତ ସେଗୁଡ଼ିକୁ ଭଲ ଅବସ୍ଥାରେ ରଖିବା ତଦନ୍ତକାରୀ ସଂସ୍ଥାର ଦାୟିତ୍ୱ ନୁହେଁ କି? ଆଉ ଏକବଡ଼ ପ୍ରଶ୍ନ ହେଲା- ଏସବୁ ଗାଡ଼ି କେବେ ନିଲାମ୍ ହେବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story