କମିବ ଟ୍ରାଫିକ ସମସ୍ୟା: ଉଦ୍‌ଘାଟନ ହେଲା ସୌରଚାଳିତ ଆଡାପ୍ଟିଭ୍ ସିଗ୍‌ନାଲ ନିୟନ୍ତ୍ରଣ ସିଷ୍ଟମ୍‌

ଭୁବନେଶ୍ୱର: ଉଦ୍‌ଘାଟିତ ହେଲା ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରକଳ୍ପ। ଭୁବନେଶ୍ୱର ସଚିବାଳୟ ମାର୍ଗରେ ସୌରଚାଳିତ ଆଡାପ୍ଟିଭ୍ ସିଗ୍ନାଲ ନିୟନ୍ତ୍ରଣ ସିଷ୍ଟମ୍‌କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସିଷ୍ଟମ୍ ଦ୍ୱାରା ରାଜଧାନୀର ବର୍ଦ୍ଧିତ ଟ୍ରାଫିକ ସମସ୍ୟାକୁ ଅନେକାଂଶରେ ସମାଧାନ କରାଯାଇ ପାରିବ। ଏଥିସହ ଚାରିଟି ସ୍ମାର୍ଟସିଟି ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ସେଗୁଡ଼ିକ ହେଲା ବାଣୀବିହାର ଛକଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ, ୟୁନିଟ ୨ ଓ ସହିଦନଗର ବହୁତଳ କାର୍ ପାର୍କିଙ୍ଗ୍ […]

cm lunch

cm lunch

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 08:34 PM IST

Sports

Latest News

ଭୁବନେଶ୍ୱର: ଉଦ୍‌ଘାଟିତ ହେଲା ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରକଳ୍ପ। ଭୁବନେଶ୍ୱର ସଚିବାଳୟ ମାର୍ଗରେ ସୌରଚାଳିତ ଆଡାପ୍ଟିଭ୍ ସିଗ୍ନାଲ ନିୟନ୍ତ୍ରଣ ସିଷ୍ଟମ୍‌କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ସିଷ୍ଟମ୍ ଦ୍ୱାରା ରାଜଧାନୀର ବର୍ଦ୍ଧିତ ଟ୍ରାଫିକ ସମସ୍ୟାକୁ ଅନେକାଂଶରେ ସମାଧାନ କରାଯାଇ ପାରିବ। ଏଥିସହ ଚାରିଟି ସ୍ମାର୍ଟସିଟି ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ସେଗୁଡ଼ିକ ହେଲା ବାଣୀବିହାର ଛକଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ, ୟୁନିଟ ୨ ଓ ସହିଦନଗର ବହୁତଳ କାର୍ ପାର୍କିଙ୍ଗ୍ ଏବଂ ସହିଦନଗରରେ ସମନ୍ୱିତ ଜନସେବା କେନ୍ଦ୍ର। ଏହି ସମସ୍ତ ପ୍ରକଳ୍ପର ବ୍ୟୟ ଅଟକଳ ୧୭୬ କୋଟି ଟଙ୍କା ରହିଛି। ପାର୍କିଂ ସମସ୍ୟାର ସମାଧାନ ପାଇଁ ମଧ୍ୟ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ନିକଟରେ ଏବଂ ସହିଦନଗରରେ ଦୁଇଟି ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ। ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ଏହି ଦୁଇ ପାର୍କିଂ ସ୍ଥଳ ନିର୍ମାଣ କରାଯିବ। ଗୋଟିଏ ସ୍ଥାନରେ କିଭଳି ଜନସାଧାରଣ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ ସହିଦନଗରରେ ସମନ୍ୱିତ ଜନସେବା କେନ୍ଦ୍ରର ମଧ୍ୟ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଓ ମେୟର୍ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story