ଆମକୁ ୬,୫୦୦ କୋଟି ଟଙ୍କା ଦିଅ: ପିୟୂଷଙ୍କ ପାଖରେ ଦାବି କଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଲୱେର ବିକାଶ ପାଇଁ ୬,୫୦୦ କୋଟି ଟଙ୍କାର ଅନୁଦାନ ଦାବି କଲେ ରାଜ୍ୟ ସରକାର। ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ୩ଟି ନୂଆ ଡିଭିଜନାଲ୍ ହେଡ୍‌କ୍ୱର୍ଟର୍ସର ପ୍ରତିଷ୍ଠା ସହିଚ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଟ୍ରେନ୍ ପ୍ରଚଳନ ପାଇଁ ଦାବି ମଧ୍ୟ କରିଛନ୍ତି। ଚଳିତବର୍ଷ ସାଧାରଣ ବଜେଟ୍ ସହ ଏକାଠି ଆସିବ ରେଳ […]

naveen patnik and pyouse goyal

naveen patnik and pyouse goyal

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 10:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଲୱେର ବିକାଶ ପାଇଁ ୬,୫୦୦ କୋଟି ଟଙ୍କାର ଅନୁଦାନ ଦାବି କଲେ ରାଜ୍ୟ ସରକାର। ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ୩ଟି ନୂଆ ଡିଭିଜନାଲ୍ ହେଡ୍‌କ୍ୱର୍ଟର୍ସର ପ୍ରତିଷ୍ଠା ସହିଚ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଟ୍ରେନ୍ ପ୍ରଚଳନ ପାଇଁ ଦାବି ମଧ୍ୟ କରିଛନ୍ତି।

ଚଳିତବର୍ଷ ସାଧାରଣ ବଜେଟ୍ ସହ ଏକାଠି ଆସିବ ରେଳ ବଜେଟ୍। ଏଥିରେ ଓଡ଼ିଶାକୁ ୬,୫୦୦ କୋଟି ଟଙ୍କାର ଅନୁଦାନ ଦେବାକୁ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ନବୀନ। ଆଗରୁ ମଞ୍ଜୁରୀ ହୋଇଥିବା ଅନେକ ପ୍ରକଳ୍ପର କାମ ମନ୍ଥର ଗତିରେ ଚାଲୁଥିବା ନବୀନ ଚିଠିରେ ଦର୍ଶାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ। ଏଥି ସହିତ ପ୍ରସ୍ତାବିତ ଗଂଜାମର ଶୀତଳାପଲ୍ଲୀ ଓ୍ୱାଗନ ଫ୍ୟାକ୍ଟ୍ରି, କଣ୍ଟାବାଂଜି ଓ ବନ୍ଧମୁଣ୍ଡାରେ କଂକ୍ରିଟ ସ୍ଲିପର ପ୍ଲାଣ୍ଟ ଏବଂ କେବିକେ ଜିଲ୍ଲାରେ ରେଳେଓ୍ୱ ଆସେଟ୍ ମେଣ୍ଟେନାନ୍ସ ୟୁନିଟର କାମକୁ ଆଗେଇ ନେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଶିଳ୍ପ ଓ ଖଣି ଅଞ୍ଚଳ ମଧ୍ୟରେ ଯାତାୟତ ସୁଗମ କରିବା ପାଇଁ ୪ଟି ସର୍ଟ ଲିଙ୍କ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ଖଡ଼ଗପୁରରୁ ବିଜୟଓ୍ୱାଡ଼ା ଓ ଝାରସୁଗୁଡ଼ାରୁ ବିଳାସପୁର ଯାଏଁ ସ୍ୱତନ୍ତ୍ର ଫ୍ରେଟ୍ କରିଡର ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନର ବିକାଶ ଲାଗି ପୁରୀ-କୋଣାର୍କ ଓ କେନ୍ଦୁଝର ରୋଡ-ଯାଜପୁର ଭାୟା ଆରଡ଼ି ଲିଙ୍କ୍ ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଏହାଛଡ଼ା ରାୟଗଡ଼ା, ଯାଜପୁର-କେନ୍ଦୁଝର ରୋଡ୍ ଓ ରାଉରକେଲାରେ ୩ଟି ନୂଆ ଡିଭିଜନ୍ ହେଡ୍‌କ୍ୱାର୍ଟର ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା-ମୁମ୍ବାଇ ଯାଏଁ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍ ନାଁରେ ଏକ ନୂଆ ଟ୍ରେନ ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱର-କଟକ ଟ୍ୱିନ୍‌ ସିଟି ଲାଗି ଭବିଷ୍ୟତକୁ ଦୃଷ୍ଟିରେ ରଖି ମାସ୍ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ(ଏମ୍‌ଆର୍‌ଟିଏସ୍‌) ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story