‘ମାଓ ଅପରେସନ୍‌କୁ ଜୋରଦାର କରାଯିବ’

ଭୁବନେଶ୍ୱର: ମାଓ ପ୍ରଭାବିତ ଅଞ୍ଚଳରେ କମ୍ୱିଂ ଅପରେସନ୍‌କୁ ଜୋରଦାର କରାଯିବ। ରାୟଗଡା ଦୋଇକାଲୁ ଷ୍ଟେସନ ବିସ୍ଫୋରଣ ଘଟାଇବା ପଛରେ ଯେଉଁମାନଙ୍କ ହାତ ଅଛି ଯଥାଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ମାଓ ହାମ୍‌ଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି। ସେ କହିଛନ୍ତି,“ମାଓ ଅପରେସନ୍‌କୁ ଜୋରଦାର କରିବା ପାଇଁ ଆଉ ଦୁଇ ବାଟାଲିୟନ୍‌ ଫୋର୍ସ ଯୋଗାଇଦେବାକୁ କେନ୍ଦ୍ର ପାଖରେ ଅନୁରୋଧ କରାଯିବ।” ମାଓ ମୁକାବିଲା ନେଇ ବସିଥିବା ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ […]

Naveen-naxal

Naveen-naxal

Rakesh Mallick
  • Published: Friday, 31 March 2017
  • Updated: 31 March 2017, 11:13 PM IST

Sports

Latest News

ଭୁବନେଶ୍ୱର: ମାଓ ପ୍ରଭାବିତ ଅଞ୍ଚଳରେ କମ୍ୱିଂ ଅପରେସନ୍‌କୁ ଜୋରଦାର କରାଯିବ। ରାୟଗଡା ଦୋଇକାଲୁ ଷ୍ଟେସନ ବିସ୍ଫୋରଣ ଘଟାଇବା ପଛରେ ଯେଉଁମାନଙ୍କ ହାତ ଅଛି ଯଥାଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ମାଓ ହାମ୍‌ଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ମାଓ ଅପରେସନ୍‌କୁ ଜୋରଦାର କରିବା ପାଇଁ ଆଉ ଦୁଇ ବାଟାଲିୟନ୍‌ ଫୋର୍ସ ଯୋଗାଇଦେବାକୁ କେନ୍ଦ୍ର ପାଖରେ ଅନୁରୋଧ କରାଯିବ।”

ମାଓ ମୁକାବିଲା ନେଇ ବସିଥିବା ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଗୃହ ସଚିବ ଅସିତ ତ୍ରିପାଠୀ, ପୋଲିସ୍‌ ଡିଜି କେବି ସିଂହ, ଆଇଜି ଅପରେସନ୍‌ ଆର୍‌ପି କୋଚେ ଓ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos