ମୁମ୍ୱାଇକୁ ନୂଆ ଟ୍ରେନ୍‌ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି; ପଢ଼ନ୍ତୁ କେଉଁ ରୁଟ୍‌ରେ ଚଲାଇବାକୁ ନବୀନ କରିଛନ୍ତି ଦାବି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଖୋର୍ଦ୍ଧା ଓ ସମ୍ବଲପୁର ଦେଇ ମୁମ୍ୱାଇକୁ ଏକ ନୂଆ ଏସି ଟ୍ରେନ୍‌ ଚଲାଇବାକୁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।  ଏହାସହିତ ଅନ୍ୟ ଟ୍ରେନ୍‌ ମଧ୍ୟ ସାପ୍ତାହିକ ପରିବର୍ତ୍ତେ ଦୈନିକ କରିବାକୁ ଦାବି କରିଛନ୍ତି। ନବୀନ  ଖୋର୍ଦ୍ଧାରୋଡ୍ ଓ ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ଏସି ଟ୍ରେନ୍ ଚଳାଚଳ ଦାବିକୁ ଏହି ଚିଠିରେ ପୁଣି ଥରେ ଦୋହରାଇଛନ୍ତି। ପୁରୀକୁ ମୁମ୍ବାଇରୁ ବହୁ ପର୍ଯ୍ୟଟକ ଆସନ୍ତି ଏବଂ ଓଡ଼ିଶାରୁ ମୁମ୍ବାଇକୁ […]

naveen-patnaik

naveen-patnaik

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 08:44 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଖୋର୍ଦ୍ଧା ଓ ସମ୍ବଲପୁର ଦେଇ ମୁମ୍ୱାଇକୁ ଏକ ନୂଆ ଏସି ଟ୍ରେନ୍‌ ଚଲାଇବାକୁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।  ଏହାସହିତ ଅନ୍ୟ ଟ୍ରେନ୍‌ ମଧ୍ୟ ସାପ୍ତାହିକ ପରିବର୍ତ୍ତେ ଦୈନିକ କରିବାକୁ ଦାବି କରିଛନ୍ତି। ନବୀନ  ଖୋର୍ଦ୍ଧାରୋଡ୍ ଓ ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ଏସି ଟ୍ରେନ୍ ଚଳାଚଳ ଦାବିକୁ ଏହି ଚିଠିରେ ପୁଣି ଥରେ ଦୋହରାଇଛନ୍ତି।

ପୁରୀକୁ ମୁମ୍ବାଇରୁ ବହୁ ପର୍ଯ୍ୟଟକ ଆସନ୍ତି ଏବଂ ଓଡ଼ିଶାରୁ ମୁମ୍ବାଇକୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲୋକ ଯାଇଥାଆନ୍ତି।  ତେଣୁ ଏହି ଟ୍ରେନ୍ ଚଳାଚଳର ଯଥେଷ୍ଟ ପ୍ରାସଙ୍ଗିତା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story