ବଦଳିବେ ଆରପି ଶର୍ମା ! କିଏ ହେବେ ପରବର୍ତ୍ତୀ ଡିଜିପି, ଚର୍ଚ୍ଚାରେ ୪ ବରିଷ୍ଠ ଆଇପିଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ। ରାଜ୍ୟ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦଙ୍କ ନାଁକୁ ମନୋନୟନ କମିଟି ସୁପାରିଶ କରିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଲୋକାୟୁକ୍ତ ସଦସ୍ୟ ମନୋନୀତ ହେବାର ଯେକୌଣସି ସମୟରେ ଡିଜିପି ମଧ୍ୟ ଭିଆରଏସ ନେବାକୁ ମନ ବଳାଇସାରିଲେଣି। ପୂର୍ବତନ ଡିଜିଙ୍କ ମତରେ ଯଦି ଏଭଳି ହୁଏ ତେବେ ରାଜ୍ୟରେ  ଡିଜି ପଦବୀରୁ ସାମ୍ବିଧାନିକ ପଦବିକୁ ଯିବାର ଇଏ ପ୍ରଥମ ଘଟଣା ହେବ । ସେପଟେ […]

3d

3d

Tapas Behera
  • Published: Saturday, 13 July 2019
  • Updated: 13 July 2019, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ। ରାଜ୍ୟ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦଙ୍କ ନାଁକୁ ମନୋନୟନ କମିଟି ସୁପାରିଶ କରିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଲୋକାୟୁକ୍ତ ସଦସ୍ୟ ମନୋନୀତ ହେବାର ଯେକୌଣସି ସମୟରେ ଡିଜିପି ମଧ୍ୟ ଭିଆରଏସ ନେବାକୁ ମନ ବଳାଇସାରିଲେଣି। ପୂର୍ବତନ ଡିଜିଙ୍କ ମତରେ ଯଦି ଏଭଳି ହୁଏ ତେବେ ରାଜ୍ୟରେ  ଡିଜି ପଦବୀରୁ ସାମ୍ବିଧାନିକ ପଦବିକୁ ଯିବାର ଇଏ ପ୍ରଥମ ଘଟଣା ହେବ । ସେପଟେ ଏଣିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ ଡିଜି ଚୟନ ପ୍ରକ୍ରିୟା ହେବାକୁ ଥିବାରୁ ପରବର୍ତ୍ତୀ ଡିଜି କିଏ ତାକୁ ନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା।

ରାଜ୍ୟପାଳ ମୋହର ମାରିଲେ ଯେକୌଣସି ମୁହୂର୍ତ୍ତରେ ଭିଆରଏସ୍ ନେଇ ପାରନ୍ତି ରାଜେନ୍ଦ୍ର ପ୍ରସାଦ। ସର୍ଭିସ ରୁଲ ଅନୁଯାୟୀ ଡିଜିଙ୍କୁ ଏଥିପାଇଁ ଗୋଟିଏ ମାସ ପୂର୍ବରୁ ନୋଟିସ ଦେବାକୁ ହେବ। ତେବେ ଯଦି ଏଭଳି ହୁଏ ତେବେ ତାଙ୍କ ସ୍ଥାନରେ ପବରର୍ତ୍ତୀ ଡିଜି କିଏ ହେବେ? ଅସ୍ଥାୟୀ ଭାବେ କିଏ ତୁଲାଇବେ ଡିଜି ଇନ୍‌ଚାର୍ଜ ଦାୟିତ୍ୱ? ତାକୁ ନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଯାଇଛି କସରତ। ପ୍ରଥମଥର ପାଇଁ ଏଥର ସୁପ୍ରିମ୍‌କୋର୍ଟଙ୍କ ନିୟମାବଳି ଅନୁଯାୟୀ ଡିଜି ନିଯୁକ୍ତି ପ୍ରକ୍ରିୟା ହେବ । ତେଣୁ ସେ ଦୃଷ୍ଟିରୁ ୧୯୮୬ , ୧୯୮୭  ବ୍ୟାଚ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ  ଜଣେ କେହି ଏ ପଦବୀ ପାଇବାର ସମ୍ଭାବନା ରହିଛି । ନିୟମ ଅନୁଯାୟୀ, ରାଜ୍ୟ ସରକାର ୟୁପିଏସ୍‌ସିକୁ ଡିଜି ପାଇଁ ଯୋଗ୍ୟ ଅଫିସରଙ୍କ ଏକ ତାଲିକା ପଠାଇବେ । ସେ ଭିତରୁ ଆୟୋଗ ପକ୍ଷରୁ  ଗଠିତ ଚୟନ କମିଟି ତିନୋଟି ନାଁ ଚୟନ କରି ରାଜ୍ୟ ସରକାରଙ୍କୁ  ପଠାଇବେ।  ଆଉ ସେଇ ତିନିଜଣଙ୍କ ଭିତରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବେ ସରକାର। ତେବେ ସରକାରୀ ପଦବୀରୁ ଲୋକାୟୁକ୍ତ ସଦସ୍ୟ  ଭଳି ସାମ୍ବିଧାନିକ ପଦବୀକୁ ଯିବା ଘଟଣାକୁ ଭିନ୍ନଦୃଷ୍ଟିରେ ଦେଖୁଛନ୍ତି ବରିଷ୍ଠ ଆଇନଜୀବୀ।

ମିଳିଥିବା ସୂଚନା ଅନୁଯାୟୀ ୮୬ରୁ ୮୭ବ୍ୟାଚର ୭ ଜଣ ଅଫିସରଙ୍କ ନାଁ ତାଲିକାକୁ ୟୁପିଏସ୍‌ସିକୁ ପଠାଇ ପାରନ୍ତି ରାଜ୍ୟ ସରକାର।  ନଜର ପକାନ୍ତୁ ଏଇ ସମ୍ଭାବ୍ୟ ନାଁ ଉପରେ। ୧୯୮୬ ବ୍ୟାଚର ଆଇପିଏସ୍ ତଥା କେନ୍ଦ୍ରୀୟ ଡେପୁଟେସନ୍‌ରେ ଜାତୀୟ ପୋଲିସ୍ ଏକାଡେମୀ, ହାଇଦ୍ରାବାଦରେ ଥିବା ଶ୍ରୀ ଅଭୟ, ନ୍ୟାସନାଲ ଟେକନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ ସେଣ୍ଟର ଡାଇରେକ୍ଟର  ପ୍ରଦୀପ କପୁର , ଡିଜି ଫାୟାର ସର୍ଭିସେସ୍, ସିଭିଲ୍ ଡିଫେନ୍ସର ଏମ୍. ନାଗେଶ୍ୱର ରାଓ ଏବଂ ରାଜ୍ୟର ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କ ନାଁ ଏଥିପାଇଁ ସୁପାରିସ କରିପାରନ୍ତି । ସେହିପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୮୭ ବ୍ୟାଚର ସୁନୀଲ କୁମାର ବନସଲ, ସୁରେନ୍ଦ୍ର ପନୱର ଓ ଏବେ ରାଜ୍ୟର ଗୁଇନ୍ଦା ନିର୍ଦ୍ଦେଶକ ଥିବା ସ୍ପେଶାଲ ଡିଜି ସୁନୀଲ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story