ମରୁଡି କ୍ଷୟକ୍ଷତି ନେଇ ଆସନ୍ତା ୩୧ରେ ହେବ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ ତାରିଖରେ ସରକାର ରାଜ୍ୟର ମରୁଡ଼ିଗ୍ରସ୍ତ ଅଞ୍ଚଳ ଘୋଷଣା କରିବେ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେଉଁ ଅଞ୍ଚଳରେ ଚାଷ କେତେ କ୍ଷତିଗ୍ରସ୍ତ ହୋଇଛି, ସେନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏହାପରେ ୩୧ ତାରିଖରେ ସରକାର ମରୁଡି ଅଞ୍ଚଳ ନେଇ ବିଧିବଦ୍ଧ ଘୋଷଣା କରିବେ। ରାଜ୍ୟର  ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। […]

aditya padhee

aditya padhee

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩୧ ତାରିଖରେ ସରକାର ରାଜ୍ୟର ମରୁଡ଼ିଗ୍ରସ୍ତ ଅଞ୍ଚଳ ଘୋଷଣା କରିବେ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେଉଁ ଅଞ୍ଚଳରେ ଚାଷ କେତେ କ୍ଷତିଗ୍ରସ୍ତ ହୋଇଛି, ସେନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏହାପରେ ୩୧ ତାରିଖରେ ସରକାର ମରୁଡି ଅଞ୍ଚଳ ନେଇ ବିଧିବଦ୍ଧ ଘୋଷଣା କରିବେ। ରାଜ୍ୟର  ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। ତେବେ ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ବୈଠକ ପରେ ମୁଖ୍ୟ  ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story