ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆସନ୍ତାକାଲିଠୁ ରାଜ୍ୟ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଷୁବ ସଂକ୍ରାନ୍ତିକୁ ରାଜ୍ୟ ସରକାର ଓଡ଼ିଆ ନବବର୍ଷ ରୂପେ ପାଳନ କରିବେ।  ଏଥିପାଇଁ ଆସନ୍ତାକାଲିଠାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୭ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୮ରୁ ୧୪ ତାରିଖ ମଧ୍ୟରେ ନବବର୍ଷ ଅନୁଚିନ୍ତା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଉପରେ ବ୍ୟାପକ ସଚେତନତା କରାଯିବ। ଏହାଛଡ଼ା ଭାଷା, ସାହିତ୍ୟ, ଚିତ୍ରକଳା, ସଂଗୀତ, ଲୋକକଳା, ନୃତ୍ୟ, ଓଡ଼ିଆ ଖାଦ୍ୟ ସାଙ୍ଗକୁ ସମରକଳା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପର୍ଯ୍ୟଟ ଓ ସଂସ୍କୃତି […]

chatua-recipe-mesha-sankranti

chatua-recipe-mesha-sankranti

Rakesh Mallick
  • Published: Friday, 07 April 2017
  • Updated: 07 April 2017, 04:09 PM IST

Sports

Latest News

ଭୁବନେଶ୍ୱର: ବିଷୁବ ସଂକ୍ରାନ୍ତିକୁ ରାଜ୍ୟ ସରକାର ଓଡ଼ିଆ ନବବର୍ଷ ରୂପେ ପାଳନ କରିବେ।  ଏଥିପାଇଁ ଆସନ୍ତାକାଲିଠାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୭ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୮ରୁ ୧୪ ତାରିଖ ମଧ୍ୟରେ ନବବର୍ଷ ଅନୁଚିନ୍ତା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଉପରେ ବ୍ୟାପକ ସଚେତନତା କରାଯିବ। ଏହାଛଡ଼ା ଭାଷା, ସାହିତ୍ୟ, ଚିତ୍ରକଳା, ସଂଗୀତ, ଲୋକକଳା, ନୃତ୍ୟ, ଓଡ଼ିଆ ଖାଦ୍ୟ ସାଙ୍ଗକୁ ସମରକଳା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପର୍ଯ୍ୟଟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ୧୪ ତାରିଖରେ ଅନୁଷ୍ଠିତ ଉଦ୍‌ଯାପନୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos