ନିଦରୁ ଉଠିଲେ ସରକାର: କୃଷି ବିକାଶ ପାଇଁ କେନ୍ଦ୍ରକୁ ମାଗିଲେ ସହାୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ୍ରାଭଙ୍ଗ ହୋଇଛି। ଚକଡ଼ା ପୋକର ପ୍ରାଦୁର୍ଭାବରେ ଫସଲ ନଷ୍ଟ ହେବା ପରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ ଏବଂ ଆଗକୁ ଯେମିତି ଚକଡ଼ା ପୋକର ଆକ୍ରମଣ ନହେବ ସେନେଇ କେନ୍ଦ୍ରର ସହାୟତା ଲୋଡିଛି ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସଂପଦ ବିଭାଗ। ଓୟୁଏଟି ଭଳି ସଂସ୍ଥାକୁ ସହାୟତା ପାଇଁ ରାଜ୍ୟ ମାଗିଛି ୧୭ଶହ ୧୩କୋଟି ୭୫  ଲକ୍ଷ ଟଙ୍କା। ଚକଡ଼ା ପୋକକୁ ନେଇ ଚାରି […]

govt

govt

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 09:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ୍ରାଭଙ୍ଗ ହୋଇଛି। ଚକଡ଼ା ପୋକର ପ୍ରାଦୁର୍ଭାବରେ ଫସଲ ନଷ୍ଟ ହେବା ପରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ ଏବଂ ଆଗକୁ ଯେମିତି ଚକଡ଼ା ପୋକର ଆକ୍ରମଣ ନହେବ ସେନେଇ କେନ୍ଦ୍ରର ସହାୟତା ଲୋଡିଛି ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସଂପଦ ବିଭାଗ। ଓୟୁଏଟି ଭଳି ସଂସ୍ଥାକୁ ସହାୟତା ପାଇଁ ରାଜ୍ୟ ମାଗିଛି ୧୭ଶହ ୧୩କୋଟି ୭୫  ଲକ୍ଷ ଟଙ୍କା।

ଚକଡ଼ା ପୋକକୁ ନେଇ ଚାରି ଆଡୁ ଘନ ଘନ ସମାଲୋଚନା ପରେ ସକ୍ରିୟ ହୋଇଛନ୍ତି ସରକାର। ଏବେ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛି କୃଷି ବିଭାଗ। କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ରର ସହାୟତା  ଲୋଡିଛି  ରାଜ୍ୟ। ମଧ୍ୟବର୍ତ୍ତୀକାଳୀନ ନିରାକରଣ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ଦେଇଛି ସ୍ମାରକପତ୍ର। ଓଡିଶାରେ ଆଞ୍ଚଳିକ କୀଟନାଶକ ମାନ ପରୀକ୍ଷଣ କେନ୍ଦ୍ର  ସ୍ଥାପନ, କ୍ରପ ପେଷ୍ଟ ସରଭେଲାନ୍ସ ଭଳି ସହାୟତା ପାଇଁ କୃଷି ବିଭାଗକୁ ୭୮୫ କୋଟି  ୫୦ ଲକ୍ଷ,  ମତ୍ସ୍ୟ ଓ ପଶୁସଂପଦ ବିଭାଗକୁ ୫୯୪ କୋଟି ୯୬ ଲକ୍ଷ,  ଜଳସଂପଦ  ବିଭାଗକୁ ୩୨୦ କୋଟି, ଓୟୁଏଟିକୁ ୫ କୋଟି ୪୦ ଲକ୍ଷ, ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ପାଇଁ ୭କୋଟି ୮୯ ଲକ୍ଷ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ର ପାଖରେ ଦାବି କରିଛି ରାଜ୍ୟ। ସମୁଦାୟ ୧୭୧୩ କୋଟି ୭୫ ଲକ୍ଷ ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ  ସରକାର।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ  ଆଣିଥିବା ସାଙ୍ଘାତିକ ଅଭିଯୋଗକୁ ବାଏଁ ବାଏଁ ଉଡାଇଛି କୃଷି ବିଭାଗ। ଏକ ପ୍ରେସ ରିଲିଜ୍  ମାଧ୍ୟମରେ ବିଭାଗ ପକ୍ଷରୁ ଦର୍ଶାଯାଇଛି, ଚକଡା ପୋକ ଆକ୍ରମଣ ନେଇ ଜାତୀୟ ଧାନ  ଗବେଷଣା କେନ୍ଦ୍ର ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ଭାବେ ଜଣାଇନାହନ୍ତି। ଚାଷୀଙ୍କୁ  ଭୁଲ କୀଟନଶକ ପ୍ରୟୋଗ ନେଇ ଦିଆଯାଇଥିବା ପରାମର୍ଶ ପ୍ରସଙ୍ଗକୁ ବି କୃଷି ବିଭାଗ ମାନିବାକୁ ନାରାଜ। ସେପଟେ ଚକଡା ପୋକ ନେଇ ରାଜ୍ୟଠାରୁ ସୂଚନା ପାଇବା ପରେ କେନ୍ଦ୍ରୀୟ ସଂସ୍ଥା ଅନ୍ୟ ରାଜ୍ୟକୁ ସତର୍କ କରିଥିଲା ବୋଲି କୃଷି ବିଭାଗ ଦର୍ଶାଇଛି। ନିଜ ଦପ୍ତର କଥା ନିଜେ କେନ୍ଦ୍ରମନ୍ତ୍ରୀ ଜାଣିନାହନ୍ତି ବୋଲି କୃଷିମନ୍ତ୍ରୀ ଦାମଦୋର ରାଉତ ଅଭିଯୋଗ କରିଛନ୍ତି।

ଦାମଙ୍କ ମନ୍ତବ୍ୟ ପରେ ବିଜେପି ପକ୍ଷରୁ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି।

ସବିଶେଷ ପାଇଁ ଦେଖନ୍ତୁ ଏହି ଭିଡିଓ।

https://www.youtube.com/watch?v=KQmSaZ8yo_M

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story